Browsing Tag

clerk in vigilance net

ଲାଞ୍ଚ ନେବାବେଳେ ବ୍ଲକ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ, ୫ ହଜାର ଟଙ୍କା ଜବତ

କଟକ : ଲାଞ୍ଚ ନେବାବେଳେ ବ୍ଲକ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ ।  ଟାଙ୍ଗୀ ଚୌଦ୍ୱାର ବ୍ଲକ କର୍ମଚାରୀ ଭାରତ ଭୂଷଣ ମିଶ୍ର ।  ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ।  ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପିଇଓ ଅଛନ୍ତି ଭାରତ ।  ଜଣେ ମେକାନିକଙ୍କ ବକେୟା ଦରମା ଦେବାକୁ…

ଭିଜିଲାନ୍ସ ଜାଲରେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ, ମାମଲା ରୁଜୁ

ବାରିପଦା : ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ। ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟ ବ୍ଲକ କାର୍ଯ୍ୟାଳୟର କିରାଣୀ ପାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି, ବକେୟା ଦରମା କରାଇଦେବାକୁ ଶିକ୍ଷକଙ୍କ ଠାରୁ ନେଉଥିଲେ ୧୫ ହଜାର

କୋରାପୁଟ  : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ।  ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିରାଣି ସମ୍ବିତ କୁମାର ତ୍ରିପାଠୀ ।  କୋରାପୁଟ ସିମିଳିଗୁଡ଼ାରେ ଚା’ଦୋକାନରେ ଲାଞ୍ଚ ଟଙ୍କା…

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ୫୦୦୦ ଟଙ୍କା ଲାଞ୍ଜ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍

ଯାଜପୁର ରୋଡ଼ : ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ  ବରିଷ୍ଠ ରାଜସ୍ବ ସହାୟକ କିରାଣୀ ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଜ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍। ସୂଚନା ମୁତାବକ କୋରେଇ ଥାନା…

ଭିଜିଲାନ୍ସ ଜାଲରେ କିରାଣି , ଗାଡ଼ିରୁ ମିଳିଲା୧ ଲକ୍ଷ ୮୬ ହଜାର ଟଙ୍କା

ପୋଲସରା : ଭିଜିଲାନ୍ସ ଜାଲରେ କିରାଣି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସବରେଜିଷ୍ଟ୍ରାର ଅଫିସର କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଛି ଭିଜିଲାନ୍ସ । ଗାଡ଼ିରୁ ୧ ଲକ୍ଷ ୮୬ ହଜାର ଟଙ୍କା ନେଇ ଯାଉଥିବା ବେଳେ ବୁଗୁଡ଼ା ବ୍ଲକ୍ ମୋଟାବାଡି ଗାଁ ଛକ ନିକଟରେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ ।…

୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ

ଭୁବନେଶ୍ୱର : ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର। ଏକ ସବ ପ୍ଲଟ ରେଜିଷ୍ଟ୍ରେସନ କରାଇ ଦେବାକୁ ନେଉଥିଲେ ଲାଞ୍ଚ। ସବ ପ୍ଲଟର ବିକ୍ରୟ କବଲା ପାଇଁ ମାଗିଥିଲେ ୨୦ ହଜାର ଟଙ୍କା ।  ଲାଂଚ…

ଭିଜିଲାନ୍ସ ଜାଲରେ ମାଥିଲି ବିଇଓ କିରାଣୀ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମାଥିଲି ବିଇଓ କିରାଣୀ ରବି ନାରାୟଣ ପାତ୍ର । କାଗଜପତ୍ର କାମ ଲାଗି ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ । ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଆଙ୍କ ଠାରୁ ଅର୍ଥ ନେବାବେଳେ ଧରିଲା…

ଭିଜିଲାନ୍ସ ଜାଲରେ କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପଡ଼ିଲେ ଧରା

ହରଭଙ୍ଗା : ଭିଜିଲାନ୍ସ ଜାଲରେ କିରାଣି । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶିକ୍ଷୟିତ୍ରୀ ଅନସୂୟା ନାୟକଙ୍କ ପ୍ରୋସିଡିଂ ଫାଇଲ କ୍ଲିଅର…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଶିକ୍ଷକଙ୍କଠାରୁ ନେଉଥିଲେ ଲାଞ୍ଚ

ପଟାମୁଣ୍ଡାଇ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ରଞ୍ଜନ ଧଳ। ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର, ମେଡ଼ିସିନ ଷ୍ଟୋରର ମ୍ୟାନେଜରଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଓ ଡାଟା ଏଣ୍ଟ୍ରି ଅପରେଟର । ଜଣେ ମେଡ଼ିସିନ ଷ୍ଟୋରର ମ୍ୟାନେଜରଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ରେଞ୍ଜ -୧ର ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜୟନ୍ତ କୁମାର ମଲ୍ଲିକ ଓ ଡାଟା…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ପେନସନ ବିଲ୍‌ କରାଇଦେବାକୁ କହି ଲାଞ୍ଚ ନେଉଥିବାବେଳେ ଗିରଫ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡ଼ାର ବରିଷ୍ଠ କିରାଣୀ ସମରାଇ ହେମ୍ବ୍ରମ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୨ ମାସ ଧରି ଅଟକି ରହିଥିବା ପେନସନ ବିଲ୍‌ କରାଇଦେବାକୁ କହି ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ…

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଟାଉନ ପ୍ଲାନିଙ୍ଗ ଅଫିସ୍‌ର କିରାଣି

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କିରାଣି । ବଲାଙ୍ଗୀର ଟାଉନ ପ୍ଲାନିଙ୍ଗ ଅଫିସ୍‌ର କିରାଣି ଜଗଦୀପ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ତାଙ୍କ ଆଦର୍ଶପଡ଼ା ଘର, ପୈତୃକଘର ସମେତ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ବଲାଙ୍ଗିର,ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ସାମିଲ…