Browsing Tag

close

ଆରମ୍ଭ ହୋଇଛି କୁମ୍ଭୀର ମାନଙ୍କର ପ୍ରଜନନ ଋତୁ : ଆଜିଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଉଦ୍ୟାନ

ରାଜନଗର (କେନ୍ୟୁଜ): ଆଜି ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ। ପର୍ଯ୍ୟଟକ ମାନଙ୍କ ପାଇଁ ୩ମାସ ବନ୍ଦ ରହିବ ଭିତରକନିକା । ମେ ୧ ତାରିଖ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିବ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଉଦ୍ୟାନରେ…

ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ, ଡାକରା ଦେଇଛି ବଣିକ ସଂଘ

ବରଗଡ଼ (କେନ୍ୟୁଜ): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍‌ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ଆସନ୍ତା କାଲି ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର…

ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ; ତାତିଲେ ମହିଳା, ହାଣ୍ଡି ମାଠିଆ ଧରି କଲେ ରାଜପଥ‌ ଅବରୋଧ

କୋରାପୁଟ (କେନ୍ୟୁଜ): ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ । ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଉଥିବାବେଳେ ପିଇବାପାଣି ସଙ୍କଟ । ଗ୍ରୀଷ୍ମର ଦାଉ ସାଙ୍ଗକୁ ପାନୀୟ ଜଳ ନ ମିଳିବାରୁ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ସଦର…

ତାଳଚେର: ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ତାଳଚେର(କେନ୍ୟୁଜ୍):    ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା। ଗତ ୬ତାରିଖରୁ ତାଳଚେରର ଭରତପୁର କୋଇଲା ଖଣି ବନ୍ଦ ରହିଥିବା ବେଳେ ଏବେ ବଳରାମ ଖଣି ବନ୍ଦ ହୋଇଥିବାରୁ ଏହାକୁ ଚାଲୁ କରିବାକୁ ପ୍ରଶାସନ ପଦକ୍ଷେପ ନେଉନଥିବାରୁ ସୋଲଡ଼ା ଗ୍ରାମବାସୀ ଧାରଣା ଦେଉଛନ୍ତି।…