Browsing Tag

cloudburst

ହିମାଚଳରେ ବାଦଲ ଫଟା ବର୍ଷା: ୭ ମୃତ, ସ୍କୁଲ ଓ କଲେଜ ବନ୍ଦ

ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ନିଖୋଜ ରହିଥିବା ଜଣାପଡିଛି । ଏହି ଘଟଣାରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି । ସୋଲାନ୍ ଜିଲ୍ଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ୍ ଗ୍ରାମରେ…

ତେଲେଙ୍ଗାନାରେ ବାଦଲ ଫଟା ବର୍ଷା ପଛରେ ରହିଛି ବିଦେଶୀ ‘ଶକ୍ତିର ଷଡଯନ୍ତ୍ର’ : କେସିଆର

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ସହ ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିଛି । ଏହାଫଳରେ ରାଜ୍ୟର ବହୁ ଅଞ୍ଚଳ ପାଣି ଘେରରେ ରହିଛି । ଗୋଦାବରୀ ନଦୀ ସମେତ କିଛି ନଦୀର ଜଳସ୍ତର ବୃଦ୍ଧି ସମସ୍ତଙ୍କ ପାଇଁ ଆଶଙ୍କା ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା…

ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଅନେକ ନିଖୋଜ୍: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଅମରନାଥ ନିକଟରେ ଶୁକ୍ରବାର ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅମରନାଥ ଗୁମ୍ପାର ପାଖାପାଖି ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ଅନେକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ପାଣିର ସ୍ରୋତ ଏତେ ଯେ ଦେଖିଲେ ଲାଗିବ ଭୟ

ଉତ୍ତରାଖଣ୍ଡ : ବାଦଲ ଫଟା ବର୍ଷା । ପ୍ରବଳ ବର୍ଷାରେ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି । ହଠାତ୍‌ ଟୋନ୍ସ ନଦୀରୁ ପାଣି ମାଡି ଆସିଥିଲା । ଏତେ ମାତ୍ରାରେ ପାଣି ଆସିଥିଲା ଯେ, ଏହାକୁ ଦେଖିଲେ ଭୟ ଲାଗିବ । ପ୍ରବଳ ପାଣିରେ ଉତ୍ତରକାଶୀର ମୋରି ତହସିଲରେ ଅବସ୍ଥା ବେହାଲ ହୋଇଛି ।…