Browsing Tag

cloudy weather

ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ, ୧୮ରେ ବର୍ଷାର ପରିମାଣ ବଢ଼ିବା ସହ କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଲାଗି ରହିଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଉପଗ୍ରହ ଚିତ୍ରରୁ ଝଡ଼-ପବନ ସୃଷ୍ଟିକାରୀ ମେଘ ସମୂହ ସ୍ପଷ୍ଟ ହେଉଛି । ୪୦ରୁ ୫୦ କିମି ବେଗରେ ଝଡ଼-ପବନ ସୃଷ୍ଟିକାରୀ ମେଘ ସମୂହ ରହିଛି । ସେହିପରି ଆସନ୍ତା ୧୮…

ପୁଣି ରାଜ୍ୟରେ ହୋଇପାରେ କୋହଲା ପାଗ: ୧୩ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ୧୩ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା। ପୁଣି ରାଜ୍ୟରେ ହୋଇପାରେ କୋହଲା ପାଗ। କିଛି ସ୍ଥାନରେ ବର୍ଷା ଯୋଗୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ୭ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର,…

ଆଜିଠୁ ଦକ୍ଷିଣରେ ବଢିବ ବର୍ଷା, ଆହୁରି ୨-୩ ଦିନ ଲାଗି ରହିବ କୋହଲା ପାଗ

କେନ୍ୟୁଜ୍(ବ୍ୟୁରୋ):ଆଜିଠୁ ଦକ୍ଷିଣରେ ବଢିବ ବର୍ଷା ପରିମାଣ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ…

ଅବପାତରେ ପରିଣତ ହେଲା ଲଘୁଚାପ: ପ୍ରଭାବରେ ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ରହିବ ପାଗ

ଭୁବନେଶ୍ବର(କେନ୍ଯୁଜ୍): ଅବପାତରେ ପରିଣତ ହେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ…