ଆମ ପାଇଁ “ସବୁ ଜୀବନ ମୂଲ୍ୟବାନ”, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଆମେ ପ୍ରସ୍ତୁତ:…
ଭୁବନେଶ୍ୱର(କେ ନ୍ୟୁଜ): ସବୁ ଜୀବନ ମୂଲ୍ୟବାନ । ରାଜ୍ୟ ସରକାରଙ୍କ ସମସ୍ତ ଶାଖାର ସମନ୍ଵିତ ଅଂଶଗ୍ରହଣ ଆଭିମୁଖ୍ୟରେ ବିପର୍ଯ୍ୟୟର ମୁକାବିଲା କରାଯାଉଛି । ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ…