ବନ୍ୟା ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ସମସ୍ୟା ବୁଝିଲେ, ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ
ଯାଜପୁର ଟାଉନ /ଭଦ୍ରକ : ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଶରଥପୁରର ପତିରି ଘାଟରୁ ବୋଟ୍ ଯୋଗେ ବନ୍ୟାଞ୍ଚଳ ବୁଲିବା ସହ ବିପନ୍ନଙ୍କ ସହ କଥା ହୋଇ ସ୍ଥିତି ବୁଝିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପତିରି ଘାଟରେ ଦେଖିବାକୁ…