‘ସରକାର ପଛେ ଯାଉ, ମହାପ୍ରଭୁଙ୍କ କାମ ହେବ ହିଁ ହେବ’, ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଦୋହରାଇଲେ 5 ଟି…
ସରକାର ପଛେ ଯାଉ, ମହାପ୍ରଭୁଙ୍କ କାମ ହେବ ହିଁ ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଭଳି ଦୃଢ଼ମନା ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର କାୟାକଳ୍ପ ବୃଦ୍ଧି ପାଇଁ ହୋଇଥିବା ପରିକଳ୍ପନା ପଛର ବଡ଼ ଖୁଲାସା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।…