ହାତ ପାଆନ୍ତାରେ ଲୋକେ ପାଇବେ ସେବା, ମୋ ସେବା କେନ୍ଦ୍ର ଓ Odisha One Porta ହେଲା ଲୋକାର୍ପିତ
କେନ୍ୟୁଜ୍(ବ୍ୟୁରୋ): ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ ୩ ହଜାର ମୋ ସେବା କେନ୍ଦ୍ର ଓ Odisha One Porta ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । 5T ଉପକ୍ରମ ଅନୁଯାୟୀ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି ।…