Browsing Tag

cm naveen pattnaik

କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶେଷ ପର୍ଯ୍ୟାୟରେ…

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଦକ୍ଷିଣ ଦ୍ୱାର ପଞ୍ଜାବୀ ମଠ ନିକଟରେ ପ୍ରକଳ୍ପର କିଛି ଅଂଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ନିର୍ମାଣ କାର୍ଯ୍ୟକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିର୍ବାଚନ ପାଇଁ ଜଣାଇଲେ…

କେନ୍ୟୁଜ୍(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ତାଙ୍କର ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଓଡ଼ିଶା ବାସୀଙ୍କ ପାଇଁ ଗର୍ବର ମୂହୁର୍ତ୍ତ ବୋଲି…

ରୋମ୍‌ ଛାଡି ଦୁବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତା ୨୯ରେ ରହିଛି ଓଡ଼ିଶା ଇନ୍‌ଭେଷ୍ଟର୍ସ…

କେନ୍ୟୁଜ୍(ବ୍ୟୁରୋ): ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡ. ନୀନା ମାଲହୋତ୍ରା ତାଙ୍କୁ ରୋମ୍‌ ଏୟାରପୋର୍ଟରେ ବିଦାୟ ଜଣାଇଥିଲେ । ନୀବନ ଏବେ ଦୁବାଇ ଗସ୍ତରେ ଯାଉଛନ୍ତି । ବିଶ୍ୱରେ ଦୁବାଇ ନିବେଶକାରୀଙ୍କ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ।…

ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟି ଓଡ଼ିଶାର ପଟ୍ଟଚିତ୍ର ଉପହାର ଦେଲେ ନବୀନ,ଭେଟଘାଟକୁ ନେଇ ଖୁସିବ୍ୟକ୍ତ କଲେ…

କେନ୍ୟୁଜ୍(ବ୍ୟୁରୋ):ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କୁ ଭେଟିଲେ ନବୀନ । ପୋପ୍‌ଙ୍କୁ ଭେଟିବାରେ ନବୀନ ହେଲେ ଭାରତର କୌଣସି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଭାଟିକାନ ସିଟି ବିଶ୍ୱର ସବୁଠୁ କ୍ଷୁଦ୍ର ଦେଶ । ଜନସଂଖ୍ୟା ମାତ୍ର ୧ ହଜାର । ପୋପ୍‌ ଫ୍ରାନ୍‌ସିସ ହେଲେ ଭାଟିକାନ ସିଟିର…

ରୋମ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ଭେଟିଲେ

କେନ୍ୟୁଜ୍(ବ୍ୟୁରୋ):ରୋମ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଆଜି ସକାଳେ ଦିଲ୍ଲୀରୁ ରୋମ୍‌ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ରୋମ୍‌ରେ ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମ…

ରାଷ୍ଟ୍ରପତି ନିର୍ବାଚନ ନେଇ ମମତାଙ୍କ ମେଳିକୁ ଗଲାନି ବିଜେଡି, ଜାତୀୟ ରାଜନୀତିର ନଜର ଏବେ ବିଜେଡି ସୁପ୍ରିମୋଙ୍କ ଉପରେ

କେନ୍ୟୁଜ୍(ବ୍ୟୁରୋ):  ପୁଣିଥରେ ଦେଖିବାକୁ ମିଳିବ କି ନବୀନଙ୍କ ଚକମା ? ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜେଡିର ଆଭିମୁଖ୍ୟ? କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଟେଲିଫୋନରେ ନବୀନଙ୍କ ସହ ଆଲୋଚନା କରିବା ପରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି। ୨୦୧୨ରେ ନବୀନ…

ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ଦେଖିବା ପୂର୍ବରୁ ନବୀନଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

କେନ୍ୟୁଜ୍(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି। ବାରବାଟୀ ଷ୍ଟାଡିୟମରେ ଭାରତ- ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା ଓଡିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’, କିଛି ଦିନ ଭିତରେ…

ଟାଙ୍ଗୀ(କେନ୍ୟୁଜ୍):  ଆଜି ଚିଲିକା ବଡ଼କୁଳରେ  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡ଼ରେ ଲୋକାର୍ପିତ ହେଲା ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’। ଏହି ଲୋକାର୍ପିତ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର,ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି…

୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ହରାଇଛି ଭାରତୀୟ ଦଳ, କାଲି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା । ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଛି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ । ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା…

ନବୀନଙ୍କ କାହିଁକି ପସନ୍ଦ ଯୁବ ଚେହେରା? ରହସ୍ୟ ପଛର କାରଣ ଜାଣନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ନୂଆ ମନ୍ତ୍ରିମଣ୍ଡଳରେ ୟଙ୍ଗ ବ୍ରିଗେଡଙ୍କୁ ଗୁରୁ ଦାୟିତ୍ୱ । ଯୁବ ଚେହେରାଙ୍କ ଉପରେ ଭରସିଛନ୍ତି ନବୀନ । ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ।…

ନବୀନଙ୍କ ନୂଆ ଟିମ୍‌, ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା

କେନ୍ୟୁଜ୍(ବ୍ୟୁରୋ): ନବୀନଙ୍କ ନୂଆ ଟିମ୍‌। ଶପଥ ନେଲେ ୨୧ ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମସ୍ତଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ…

୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଲେ ‘ସ୍କୁଲ ରୂପାନ୍ତରଣ ଆମ ପାଇଁ ବରଦାନ…

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ପାଠ ସହ ଖେଳ ଆଦି creative talent ର ବିକାଶ ପାଇଁ ସୁଯୋଗ ଆଣିଛି..ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି…