Browsing Tag

CM Naveen

ନବୀନଙ୍କ ଡବଲ୍ ଇଞ୍ଜିନ୍: ଫୋକସରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ

କେନ୍ୟୁଜ୍(ବ୍ୟୁରୋ):ଆଗକୁ ୨୦୨୪ ନିର୍ବାଚନ। ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ। ଏହା ଭିତରେ ପ୍ରଥମେ ସହରାଞ୍ଚଳରେ ଜାଗା ମିଶନ ଆରମ୍ଭ କଲେ। ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଲେ। ଏହାର ଦିନ କେଇଟା ପରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଡିପିଆରକୁ ଅନୁମୋଦନ ଦେଇଥିଲେ ମୁଖ୍ୟମନ୍ତ୍ରୀ।…

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଗଠନ ମୁଖ୍ୟମନ୍ତ୍ରୀଙ୍କ ଏକ ଐତିହାସିକ ପଦକ୍ଷେପ: ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ 5ଟି…

କେନ୍ୟୁଜ୍(ବ୍ୟୁରୋ): ୯ଟି ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ କର୍ମକର୍ତ୍ତାଙ୍କ ସହିତ 5T ସଚିବଙ୍କ ଆଲୋଚନା । ବୈଠକରେ ୯ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ପରିଷଦର ଜିଲ୍ଲା ଅଧ୍ୟକ୍ଷଙ୍କ ସହ 5ଟି ସଚିବ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ 5T ସଚିବ ସ୍ବତନ୍ତ୍ର ଉନ୍ନୟନ ପରିଷଦ…

ଜାନୁଆରୀ ୧ରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ, ୪ ବର୍ଷ ଭିତରେ ପ୍ରକଳ୍ପ ସରିବ

ଭୁବନେଶ୍ବର(କେନ୍ୟୁଜ୍):  ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପ ପାଇଁ ଶୁଭ ପଡ଼ିବ । ଜାନୁଆରୀ ୧ ତାରିଖରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ବର୍ଷ ଭିତରେ ପ୍ରକଳ୍ପ ସରିବ । ଫାଇଭ୍ ଟି ଅଧୀନରେ ନିର୍ମାଣ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ…

ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଜଟଣୀ ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ। ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ ଏକର ଜମିରେ ୬୫୦ କୋଟି ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ହୋମି ଭାବା କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ନିର୍ମିତ ହେବ। କ୍ୟାନସର ହସପିଟାଲ…

ଜାତୀୟ ଗଣମାଧ୍ୟମରେ ନବୀନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ବଡ଼ ଆଲୋଚନା ହେଉଛି । ଗତକାଲି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏମିତି କଥା କହିଥିଲେ…

ରାଜ୍ୟର ବିକାଶ ହେବ ପ୍ରମୁଖ ପ୍ରସଙ୍ଗ, ଏହାକୁ ନେଇ ଲୋକଙ୍କ ପାଖକୁ ଯିବେ ନବୀନ ସରକାର

କେନ୍ୟୁଜ(ବ୍ୟୁରୋ): ପରବର୍ତ୍ତୀ ନିର୍ବାଚନରେ ରାଜ୍ୟର ବିକାଶକୁ ପ୍ରମୁଖ ଏଜେଣ୍ଡା କରିବେ ନବୀନ ସରକାର। ଏହାକୁ ନେଇ ଲୋକଙ୍କ ପାଖକୁ ଯିବେ। ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଜି ସନ୍ଧ୍ୟାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ଆଲୋଚନା

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କୁ ଡକା ଯାଇଛି। ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି,ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସଭା ନେଇ ଆଜିର ବୈଠକରେ ଆଲୋଚନା…

ବସ୍ତି ହେବ ବିଜୁ ଆଦର୍ଶ କଲୋନୀ, ୬୧ ହଜାରରୁ ଅଧିକ ପରିବାରକୁ ପଟ୍ଟା ବଣ୍ଟନ

ଆଉ ବସ୍ତି ନୁହେଁ, ଏଣିକି ବିଜୁ ଆଦର୍ଶ କଲୋନୀରେ ବାସ କରିବେ ବସ୍ତି ବାସିନ୍ଦା। ବସ୍ତିରୁ ଆଦର୍ଶ କଲୋନୀରେ ରୂପାନ୍ତରିତ ହୋଇଥିବା ୧୦୧୦ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

ଷ୍ଟ୍ରଙ୍ଗ ସେଣ୍ଟର, ଷ୍ଟ୍ରଙ୍ଗ ଷ୍ଟେଟ୍‌ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ, ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ…

ଷ୍ଟ୍ରଙ୍ଗ ସେଣ୍ଟର, ଷ୍ଟ୍ରଙ୍ଗ ଷ୍ଟେଟ୍‌ । ଦେଶର ଦୁଇଟି ବଡ଼ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି ବଡ଼ ବାର୍ତ୍ତା। ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ…

କଳିଙ୍ଗ ଷ୍ଟାଡିୟମରେ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂଆ ହକି ହାଇପର୍‌ଫର୍ମାନ୍‌ସ ସେଣ୍ଟର ଉଦ୍‌ଘାଟିତ। ଏହା ସହ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ଆର୍ସେଲର ମିତ୍ତଲ…

ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ଅନୁମୋଦନ, ଏକ ଘଣ୍ଟାରେ ନିଷ୍ପତ୍ତି ନେଲେ…

କେନ୍ୟୁଜ୍(ବ୍ୟୁରୋ): ଏକ ଘଣ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ଅନୁମୋଦନ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ…

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ ନବୀନ, ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବେ

ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଆଉ ଏକ ରେକର୍ଡ ତାଲିକାରେ ନାଁ ଯୋଡିବାକୁ ଯାଉଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ରେକର୍ଡ ଭାଙ୍ଗି ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଜୁଲାଇ…