ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ଆଖିଦୃଶିଆ ପରିବର୍ତ୍ତନ ଦେଖିବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କେନ୍ୟୁଜ୍(ବ୍ୟୁରୋ): ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ପାଇବେ । କିଟ୍ ପରିସରରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍ ଓଡ଼ିଶା କନ୍କ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…