Browsing Tag

cm of delhi

ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ (କେନ୍ୟୁଜ୍) : ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିଓ୍ଵାଲ । ଉପରାଜ୍ୟପାଳ ଅନୀଲ ବୈଜଲ ଶପଥ ପାଠ କରାଇଛନ୍ତି । ରାମଲୀଲା ମୈଦାନରେ କେଜ୍ରିଓ୍ଵାଲଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନୀଷ ସିଶୋଦିଆ ବି ଶପଥ ନେଇଛନ୍ତି ।  ଏଥିସହିତ…