Browsing Tag

cm praised

କେନ୍ଦ୍ରାପଡା ବଡ଼କୋଟ ଗାଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ହେନ୍ତାଳ ଜଙ୍ଗଲ କରି ଗାଁକୁ ପ୍ରକୃତିର କୋପରୁ…

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ବଡ଼କୋଟ ଗାଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ହେନ୍ତାଳ ଜଙ୍ଗଲ କରି ଗାଁକୁ ପ୍ରକୃତିର କୋପରୁ ରକ୍ଷା କରିଥିବାରୁ ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି ଶୁଭେଛା ଜଣାଇଛନ୍ତି। ବାତ୍ୟା ଆସିଲେ ରାଜନଗର ବ୍ଲକ ଅନ୍ତର୍ଗତ ବଡ଼କୋଟ ଗାଁ ପ୍ରଭାବିତ ହୋଇଥାଏ। ଗାଁର…

ମୋଦିଙ୍କ ପାଖରେ ନବୀନଙ୍କ ପ୍ରସ୍ତାବ, ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ଟେଷ୍ଟିଂ ଫାସିଲିଟି ବୃଦ୍ଧି କରାଯିବା…

କେନ୍ୟୁଜ୍(ବ୍ୟୁରୋ):   ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କରୋନା ଟେଷ୍ଟିଂ ଫାସିଲିଟି ବୃଦ୍ଧି କରାଯିବା ଜରୁରୀ । ଏଥିସହ କରୋନା ଟେଷ୍ଟକୁ ମାଗଣା କରାଯାଉ । ଏନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସୁରକ୍ଷା ସରଞ୍ଜାମ, ସ୍ୱାସ୍ଥ୍ୟ…