ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍ ସେଲିବ୍ରିଟି, ଅମୀର ଖାନ୍ଙ୍କ ଠାରୁ କରନ୍ ଜୋହରଙ୍କ…
ବନ୍ୟା ଯୋଗୁ ଆସାମରେ ଏବେ ସ୍ଥିତି ସାଂଘାତିକ। ଆସାମର ୨୬ ଜିଲ୍ଲାରେ ଏବେ ବନ୍ୟା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିବ ପାଣି, ପାଣି ଆଉ ପାଣି। ଏହି ୨୬ଟି ଜିଲ୍ଲାର ୧୬୦୦ ଗାଁ ବି ଏବେ ଜଳାର୍ଣ୍ଣବ ରହିଛି। ବନ୍ୟା ପାଣିରେ ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରାଜ୍ୟର…