ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ବାହୁଡ଼ା ଠାରୁ ନୀଳାଦ୍ରିବିଜେ ଯାଏ ଶୃଙ୍ଖଳିତ ଯାତ୍ରା ଉପରେ ଗୁରୁତ୍ବ
ପୁରୀ : ପୁରୀରେ ପ୍ରଶାସନିକ ସ୍ତରରେ ଅଦଳବଦଳ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା। ପୁରୀରେ ପହଞ୍ଚି ରଥଯାତ୍ରାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗଠନମୂଳକ ନିଷ୍ପତ୍ତି ଉପରେ ଜୋର ଦେଇଥିବା ଜଣାପଡ଼ିଛି ।
ଫୋକସରେ ରହିଛି…