Browsing Tag

cm yogi adityanath

ରାମନବମୀରେ ୨୪ ଘଣ୍ଟା ହେବ ରାମଲାଲାଙ୍କ ଦର୍ଶନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏ ନେଇ ସେ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ । ଏହି ସମୟରେ ସେ ନବରାତ୍ରିର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ରାମଲାଲାଙ୍କ ମନ୍ଦିରରେ ୨୪ ଘଣ୍ଟିଆ…

‘ଡାଏଲ୍‌ ୧୧୨’କୁ ଆସିଲା ପିଏମ୍‌ ମୋଦି ଓ ସିଏମ୍‌ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ଜେଲ୍‌ ଗଲେ…

ୟୁପିର ଲଖିମପୁର ଖେରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୋଲିସ ଏହି ମାମଲାରେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ନୈପାଲ ସିଂଙ୍କ ସୂଚନା ମୁତାବକ, ଲଖିମ୍‌ପୁର ଖେରୀ…

ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍‌ ଭିଡିଓ ଭାଇରଲ ; ଥାନାରେ ମାମଲା, ଫେସବୁକ ମୁଖ୍ୟାଳୟକୁ ତଥ୍ୟ ମାଗିଛି ପୋଲିସ

ଡିପଫେକର ଶିକାର ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାକୁ ନେଇ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର କରାଯାଇଛି । ଏହି ଡିପଫେକ ଭିଡିଓରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମୁହଁ ବ୍ୟବହାର କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମୁହଁର ବ୍ୟବହାର କରାଯାଇ ମେଡିସିନ୍…

ୟୁପି ପୋଲିସ ପରୀକ୍ଷା ବାତିଲ, ୬ ମାସ ପରେ ପୁନଃ ପରୀକ୍ଷା ହେବ ବୋଲି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଅନେକ ବିବାଦ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ହେଉଥିବା ପୋଲିସ ପରୀକ୍ଷା ବାତିଲ୍ ହେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଘଟଣାରେ ଏସଟିଏଫ ତଦନ୍ତ କରାଯିବ ଏବଂ ଦୋଷୀଙ୍କ…

ମନ୍ତ୍ରୀମଣ୍ଡଳ ଧରି ଅଯୋଧ୍ୟାରେ ପହଞ୍ଚିଲେ ଯୋଗୀ, ରାମଲାଲାଙ୍କୁ କଲେ ଦର୍ଶନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ରାମଲାଲାଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ସକାଳ ୯ଟାରେ ଲକ୍ଷ୍ନୌର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ଅଯୋଧ୍ୟା ବାହାରିଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ…

ବଢିଆ ଉପାୟ : ଅବୈଧ ନିର୍ମାଣ ଭାଙ୍ଗିବା ରୋକିବା ପାଇଁ ଗଢିଲେ ରାମ ମନ୍ଦିର, ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ…

ଅବୈଧ ନିର୍ମାଣ ଭାଙ୍ଗିବାରୁ ବଞ୍ଚାଇବାକୁ ଏକ ମନ୍ଦିର ନିର୍ମାଣ କରିଛନ୍ତି ଗୁଜରାଟର ଅଙ୍କଲେଶ୍ୱର ଜିଲ୍ଲାର ଜଣେ ବ୍ୟକ୍ତି । ମୋହନଲାଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅବୈଧ ନିର୍ମାଣ କରିଥିବା ଘର ଉପରେ ବନାଇଲେ ଭଗବାନ ରାମଙ୍କ ମନ୍ଦିର । ଆଉ ମନ୍ଦିର ସାମ୍ନାରେ ସୁରକ୍ଷା ଗାର୍ଡ ଭାବେ…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ; କହିଲେ, ‘ଯେଉଁଠି ତିଆରି ହୋଇଛି ମନ୍ଦିର, ସେଠି ନିର୍ମାଣ ହେବାର…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ମନ୍ଦିର ପରିସରରେ ପ୍ରାଣ ପ୍ରତିଷ୍ଠା ପରେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ‘ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି’ । ସିଏମ୍‌ ଯୋଗୀ କହିଛନ୍ତି ଯେ ‘ଆଜିର…

ରାମ ମନ୍ଦିର ଏବଂ ଯୋଗୀଙ୍କୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ୨ ଜଣଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ମାରିବା ପାଇଁ ଧମକ ଦେବା ପରେ ୟୁପି ପୋଲିସ ସତର୍କ ହୋଇ ଯାଞ୍ଚ ଆରମ୍ଭ କରିଥିଲା । ସୋସିଆଲ ମିଡିଆରେ ଏମାନେ ରାମ ମନ୍ଦିର ଏବଂ…

ସ୍କୁଲ ବସ୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୪ ପିଲା ମୃତ, ୧୫ ଆହତ

ଉତ୍ତରପ୍ରଦେଶ ବଦାୟୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ୍‌ ଏବଂ ସ୍କୁଲ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହେବା ଫଳରେ ୪ ଜଣ ପିଲାଙ୍କ ସହିତ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣ ପିଲା ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଗୁରୁତର…

ବାରଣାସୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତର ପ୍ରଦେଶର ବାରଣାସୀରେ ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି । ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ସଡ଼କ ଦୁର୍ଘଟଣା ଫୁଲପୁର ଥାନାର କରଖିୟାବରେ ଏକ କାର ଟ୍ରକ ସହ ମୁହାଁମୁହିଁ ହୋଇଥିବା ଯୋଗୁଁ ଘଟିଛି । ଦୁର୍ଘଟଣା…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜୈନରେ ବାବା ମହାକାଳଙ୍କୁ କଲେ ଦର୍ଶନ, ୩୦ ମିନିଟ୍‌ ଧରି କଲେ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ବାବା ମହାକାଳଙ୍କୁ ଅଭିଷେକ କରି ରୁଦ୍ରାକ୍ଷ ଏବଂ ମଖାନାର ମାଳା ପିନ୍ଧାଇବା ସହ ବସ୍ତ୍ର ଅର୍ପଣ କରିଥିଲେ। ସିଏମ୍‌ ଯୋଗୀଙ୍କର ଏହା ସମ୍ପୂର୍ଣ୍ଣ ଧାର୍ମିକ ଗସ୍ତ ଥିଲା। ଏହି…

ନଦୀରେ ଓଲଟିଲା ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଟ୍ରାକ୍ଟର ଡାଲା: ୨ ପିଲାଙ୍କ ସମେତ ୮ ମୃତ, ଅନେକ ନିଖୋଜ

ଉତ୍ତର ପ୍ରଦେଶ ସହାରନପୁରରେ ଭୟଙ୍କର ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଶ୍ରଦ୍ଧାଳୁ ଭର୍ତ୍ତି ହୋଇଥିବା ଟ୍ରାକ୍ଟର ଡାଲା ନଦୀରେ ଓଲଟି ପଡିବାରୁ ୨ ପିଲାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ…