Browsing Tag

cmc

ଛାତ୍ରଛାତ୍ରୀଙ୍କ ପାଇଁ ସିଏମସିର ନୂଆ ପଦକ୍ଷେପ, ଆରମ୍ଭ ହେବ ‘ଗୋଟିଏ ଦିନ କମିଶନରଙ୍କ ସହ’ କାର୍ଯ୍ୟକ୍ରମ

କଟକ : ଛାତ୍ରଛାତ୍ରୀଙ୍କ ପାଇଁ ସିଏମସିର ନୂଆ ପଦକ୍ଷେପ  ।  ଆରମ୍ଭ ହେବ 'ଗୋଟିଏ ଦିନ କମିଶନରଙ୍କ ସହ' କାର୍ଯ୍ୟକ୍ରମ ।  ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଓ ଯୁବ ମନସ୍ତତ୍ବରେ ନେତୃତ୍ବର ଭାବନା ଗଢ଼ିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଏକ ନୂଆ ଓ ଅଭିନବ ଛାତ୍ର-ସଂଲଗ୍ନତା…

କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ

କଟକ: ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ…

ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ: ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର

କଟକ : ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର । ଗୃହରେ ଅଚଳାବସ୍ଥା ଜାରି । ବନ୍ଦ ରହିଛି ବୈଠକ…

୧୨ଶହ ମଣ୍ଡପରେ ଗଣେଶ ପୂଜା, ସିଏମ୍ ସି ପକ୍ଷରୁ ପ୍ରସ୍ତୁତି ବୈଠକ

କଟକ : ଗଣେଶ ପୂଜାଠାରୁ କଟକ ସହରରେ ଆରମ୍ଭ ହୋଇଯାଏ ପାର୍ଵଣ ପ୍ରସ୍ତୁତି। ତେଣୁ ପାର୍ଵଣ ଋତୁର ପ୍ରଥମ ଅବସର ଗଣେଶ ପୂଜାକୁ ସହରରେ କିଭଳି ଶାନ୍ତି,ଶୃଙ୍ଖଳାର ସହ ଆୟୋଜନ କରାଯିଵ ସେ ନେଇ ଆଜି କଟକ ମହାନଗର ନିଗମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ମେୟରଙ୍କ ଅଧ୍ୟକ୍ଷତାରେ…

ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ କଲା ସିଏମସି ଟିମ୍

କଟକ : କଟକ ସହରରେ ବେଆଇନ ଭାବରେ ପାନୀୟ ଜଳ ବିକ୍ରି କରୁଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଜି ରେଡ କରିଛି କଟକ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ।  ଶଙ୍କରପୁର ଦାସସାହି ଏବଂ ଉପର ସାହି ଅଞ୍ଚଳରେ  ଏକାଧିକ ପାଣି କମ୍ପାନୀ ଉପରେ ସିଏମସିର ଟିମ୍ ଚଢାଉ କରିଛି । ନା ବୋରିଙ୍ଗ ପାଣି…

କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା

କଟକ: କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା । ବିରୋଧୀ କର୍ପୋରେଟଙ୍କ ପାଟିତୁଣ୍ଡ । କଟକ ମହାନଗର ନିଗମର କାଉନସିଲ୍ ବୈଠକରେ ୨୦୨୫-୨୬ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାସ ହୋଇଛି । ଏହି ବଜେଟରେ ୧୨୧୬ କୋଟି ଟଙ୍କାର ଆୟ ଓ ୧୨୦୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଗତବର୍ଷ…

କଟକ ସହରରେ ପୁଣି ଜବର ଦଖଲ ଉଚ୍ଛେଦ, ଆଜି ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ

କଟକ : କଟକ ସହରରେ ପୁଣି ଦେଖିବାକୁ ମିଳିଛି ଜବର ଦଖଲ ଉଚ୍ଛେଦ । ଖାନନଗର ପେଟ୍ରୋଲ ପମ୍ପ ଠାରୁ ମାଛ ଗୋଦାମ ପର୍ଯ୍ୟନ୍ତ ରାସ୍ତା କଡ଼କୁ ଲାଗି କରିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରୁଛି କଟକ ମହାନଗର ନିଗମ । ପୂର୍ତ୍ତ ବିଭାଗ ଅଧୀନସ୍ଥ ଏକ ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ଉଚ୍ଛେଦ କରାଯାଉଥିବା…

ଆକ୍ସନ ମୋଡରେ କଟକ ମହାନଗର ନିଗମ : ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍

କଟକ (କେନ୍ୟୁଜ): କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । ସିଏମସି ଡେପୁଟି କମିଶନରଙ୍କ…

କଟକ ସୂତାହାଟ ଦରଜି ସାହିର ନକଲି କୋଲ୍‌ଡ ଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ରେଡ୍‌, ବିପୁଳ ପରିମାଣର କେମିକାଲ ଜବତ

କଟକ(କେନ୍ୟୁଜ୍):  ନକଲି କୋଲ୍‌ଡ ଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ରେଡ୍‌ । କଟକ ସୂତାହାଟ ଦରଜି ସାହି ଅଞ୍ଚଳରେ ସିଏମ୍‌ସିର ଚଢ଼ାଉ । ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅଚାନକ ନକଲି କୋଲଡ୍ରିଙ୍କସ୍‌ ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି । ରେଡ୍‌ ବେଳେ ବିପୁଳ ପରିମାଣର…

କଟକ ମହାନଗର ନିଗମ : ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ

କଟକ (କେନ୍ୟୁଜ) : କଟକ ମହାନଗର ନିଗମରେ ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ଥିବା ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଅପରାହ୍ନରେ ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ସମ୍ମିଳନୀ କକ୍ଷରେ ବସି ଆଲୋଚନା…