୩ ମହାନଗର କମିଶନରଙ୍କୁ ବଦଳି କଲେ ରାଜ୍ୟ ସରକାର
କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ୩ ମହାନଗର ନିଗମ କମିଶନର। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ପାଇଁ ନୂଆ କମିଶନରଙ୍କୁ ନିଯୁକ୍ତି ମିଳିଛି । ବିଏମ୍ସି କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ । ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ। ସେହିପରି ସିଏମ୍ସି କମିଶନର ଭାବରେ ନିଖିଲ ପଓ୍ଵନ…