ବାଲିଯାତ୍ରାରେ ସିଏମସିର ରେଡ୍: ବାସି ଖାଦ୍ୟ ନଷ୍ଟ କରି ଦୋକାନୀଙ୍କଠୁ ନେଲା ଫାଇନ
କଟକ : ବାଲିଯାତ୍ରାରେ ସିଏମସିର ରେଡ୍ । କଟକ ବାଲିଯାତ୍ରା ତଳ ପଡିଆରେ ସିଏମସି ସ୍ବାସ୍ଥ୍ୟ ଟିମ୍ ଚଢାଉ କରିଛି । ବାସିଖାଦ୍ୟ ବିକ୍ରି କରିବା ଓ ଖାଦ୍ୟ ଗଚ୍ଛିତ ରଖିବା ନେଇ ଚଢ଼ାଉ କରୁଛି ଟିମ୍ । ଫୁଡ୍ ଷ୍ଟଲରେ ସ୍ବାସ୍ଥ୍ୟ ଟିମ ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରିଛି । ବାସି ଖାଦ୍ୟ ଗଚ୍ଛିତ…