ଆକ୍ସନ ମୋଡରେ କଟକ ମହାନଗର ନିଗମ : ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କଲା ଏନଫୋର୍ସମେଣ୍ଟ୍ ଟିମ୍
କଟକ (କେନ୍ୟୁଜ): କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ସହରର ବିଭିନ୍ନ ରାସ୍ତାକଡ ଏବଂ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ୍ ମାଂସ କଟା ଉପରେ ଚଢାଉ କରି ଦୋକାନ ବନ୍ଦ କରିଛି ସିଏମସି ଏନଫୋର୍ସମେଣ୍ଟ୍ ଟିମ୍ । ସିଏମସି ଡେପୁଟି କମିଶନରଙ୍କ…