Browsing Tag

CNG

ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି, କମିଲା ସିଏନଜି ଦର

ନିର୍ବାଚନ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ମହାରାଷ୍ଟ୍ର ମୁମ୍ବାଇରେ ସିଏନଜି ଦାମ୍‌ କିଲୋ ପ୍ରତି ୨.୫ ଟଙ୍କା କମିଛି । ପବ୍ଲିକ ସେକ୍ଟରର ମହାନଗର ଗ୍ୟାସ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଛି । କମ୍ପାନୀ ଜାରି କରିଥିବା ଏକ ବୟାନ ଅନୁଯାୟୀ, ଗ୍ୟାସର ଉତ୍ପାଦନ…

ରାଜଧାନୀବାସୀଙ୍କୁ ସିଏନଜି ଝଟକା, ବଢିଲା ଦାମ୍‌

ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ପରେ ଏବେ ଦେଶରେ ବଢିଛି ସିଏନଜି । ଦିଲ୍ଲୀ ଏବଂ ଏସିଆରରେ ସିଏନଜି ଦାମ୍‌ ୧ ଟଙ୍କା ବଢିଛି । ଦିଲ୍ଲୀରେ ସିଏନଜି ଦାମ କିଲୋଗ୍ରାମ ପ୍ରତି ୭୪.୫୯ ଟଙ୍କାରୁ ବୃଦ୍ଧି ପାଇ ୭୫.୫୯ ଟଙ୍କା ହୋଇଯାଇଛି । ଖବର ମୁତାବକ, ସିଏନଜିର ନୂଆ ଦର ବୃଦ୍ଧି ଆଜିଠାରୁ ଲାଗୁ…

ବଜାଜ ତିଆରି କରୁଛି ସିଏନଜି ବାଇକ୍‌, ମିଳିବ ଜବରଦସ୍ତ ମାଇଲେଜ୍‌

ବଜାଜ ଅଟୋ ଭାରତୀୟ ବଜାରରେ ସିଏନଜି ବାଇକର ଅପ୍ସନକୁ ଏକ୍ସପ୍ଲୋର କରୁଛି । ଏହାର ଲକ୍ଷ୍ୟ ହେଉଛି ଲୋକଙ୍କ ପାଇଁ ଭେଇକିଲର ମୂଲ୍ୟକୁ ହ୍ରାସ କରିବା ଏବଂ ପ୍ରଦୂଷଣକୁ କମ କରିବା । ମିଡିଆ ରିପୋର୍ଟ ଅନୁସାରେ ବଜାଜ ବର୍ତ୍ତମାନ ଏକ ସିଏନଜି-କମ-ପେଟ୍ରୋଲ ବାଇକରେ କାମ କରୁଛି, ଯାହାର ଇଣ୍ଟରନାଲ…

କ୍ୟାବିନେଟର ନୂଆ ନିଷ୍ପତି: ମହଙ୍ଗା ମାଡ଼ରୁ ମିଳିବ ଆଶ୍ବସ୍ତି, କମିବ ୧୦% CNG – PNG ଦର

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟରେ CNG ଗ୍ୟାସର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି । କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଥିବା ନୂଆ ନିଷ୍ପତି ଅନୁଯାୟୀ ଘରୋଇ ଅଶୋଧିତ ତୈଳ ମୂଲ୍ୟ ଆଧାରରେ ଘରୋଇ ପ୍ରାକୃତିକ ଗ୍ୟାସର ମୂଲ୍ୟ ସ୍ଥିର କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ…

ମୁମ୍ବାଇବାସୀଙ୍କୁ ମିଳିବ ଆଶ୍ୱସ୍ତି, ଖୁବଶୀଘ୍ର ହୋମ ଡେଲିଭରୀ ହେବ ସିଏନ୍‌ଜି

ମୁମ୍ବାଇରେ ଖୁବଶୀଘ୍ର ଘରକୁ ମିଳିବ ସିଏନଜି। ଉର୍ଜା ବତରଣ ଷ୍ଟାର୍ଟଅପ୍‌ ‘ଦ ଫ୍ୟୁଏଲ ଡେଲିଭରୀ’ ମହାନଗର ଗ୍ୟାସ ଲିମିଟେଡ୍‌ ସହିତ ଏକ ସ୍ୱାକ୍ଷର କରିଛି। ଯାହା ଅଧିନରେ ସହରରେ ମୋବାଇଲ ସିଏନଜି ଷ୍ଟେସନ ସ୍ଥାପନା କରାଯିବ ବୋଲି କୁହାଯାଇଛି। ଆଉ ଏହା ସାହାଯ୍ୟରେ ଖୁବଶୀଘ୍ର ଗ୍ରାହକଙ୍କୁ ଘରକୁ…

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: LPG ପରେ ଏବେ ୨ ଟଙ୍କା ବଢ଼ିଲା CNG ଦର; ଜାଣନ୍ତୁ ଏବେ କେତେ ହେଲା ଦାମ୍‌

ଗ୍ୟାସ୍‌ ପରେ ଏବେ ବଢ଼ିଲା କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ଦର। ଦିଲ୍ଳୀ ଏନ୍‌ସିଆରରେ ସିଏନ୍‌ଜି ଦାମ୍‌ କିଲୋ ପ୍ରତି ୨ଟଙ୍କା ବଢ଼ିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (IGL) ପକ୍ଷରୁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସିଏନ୍‌ଜି ଦର ବଢ଼ାଯାଇଛି। ରବିବାର ଅର୍ଥାତ୍‌ ଆଜି ସକାଳୁ…

୩ ଲକ୍ଷରୁ କମ୍‌ ଦାମ୍‌ରେ ବିକ୍ରି ହେଉଛି ଏହି CNG ଗାଡ଼ି; ଦୂର ହୋଇଯିବ ମହଙ୍ଗା ପେଟ୍ରୋଲ-ଡିଜେଲ ଚିନ୍ତା!

ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇବା ହେତୁ ଏବେ ସିଏନଜି ଗାଡ଼ିଗୁଡ଼ିକର ଡିମାଣ୍ଡ ବହୁତ ବଢ଼ି ଯାଇଛି। ଯଦି ଆପଣ ନୂଆ ସିଏନ୍‌ଜି କାର୍ କିଣିବାକୁ ଚାହୁଁଛନ୍ତି, ତ ଏହା ଉପରେ ଲମ୍ବା େଓ୍ଵଟିଂ ପରିୟଡ୍‌ ଚାଲିଛି। ଏହା ବ୍ୟତୀତ ନୂଆ ଗାଡ଼ି ବହୁତ ମହଙ୍ଗା ମଧ୍ୟ ପଡ଼ୁଛି। ଏମିତି ସ୍ଥିତିରେ…

ଆସୁଛି CNG କିଟ୍‌ ସହ ସଜ୍ଜିତ ମାରୁତି ସୁଜୁକି Celerio, ମିଳିବ ଏତେ ମାଇଲେଜ୍‌; ଜାଣନ୍ତୁ କେବେ ହେବ ଲଞ୍ଚ୍‌

ମାରୁତି ସୁଜୁକି (Maruti Suzuki) ପ୍ରାୟ ଦୁଇମାସ ପୂର୍ବେ ନଭେମ୍ବରରେ ହ୍ୟାଚବ୍ୟାକ୍ ସିଲେରିଓ ଲଞ୍ଚ କରିଥିଲା। ଏହି ମଡେଲକୁ କମ୍ପାନୀ ଦେଶର ସବୁଠାରୁ ଅଧିକ ମାଇଲେଜ୍ ଦେଉଥିବା କାର୍ ରୂପରେ ଲଞ୍ଚ କରିଥିଲା। ବର୍ତ୍ତମାନ ସିଲେରିଓ କିଣିବାକୁ ଆଗ୍ରହୀ ଥିବା ଗ୍ରାହକମାନଙ୍କ ପାଇଁ ଆଉ ଏକ ଖୁସି…

ପେଟ୍ରୋଲ ଡିଜେଲ ପରେ ବଢ଼ିଲା PNG ଓ CNG ଗ୍ୟାସ୍ ମୂଲ୍ୟ

ଆଇଜିଏଲ୍ ପୁଣିଥରେ PNG ର ମୂଲ୍ୟ ଦୁଇ ଟଙ୍କା ବୃଦ୍ଧି କରିଛି । ୧୦ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ବୃଦ୍ଧି ହୋଇଥିବାରୁ PNG ଗ୍ୟାସ୍ ମହଙ୍ଗା ହୋଇଛି । ଆଇଜିଏଲ୍ ଅନୁଯାୟୀ ଘରୋଇ ପିଏନଜି ମୂଲ୍ୟ ଏସସିଏମ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନୂଆ ମୂଲ୍ୟ ୧୩ ଅକ୍ଟୋବର ୨୦୨୧ ଅର୍ଥାତ୍ ଆଜିଠାରୁ…