ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି, କମିଲା ସିଏନଜି ଦର
ନିର୍ବାଚନ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ମହାରାଷ୍ଟ୍ର ମୁମ୍ବାଇରେ ସିଏନଜି ଦାମ୍ କିଲୋ ପ୍ରତି ୨.୫ ଟଙ୍କା କମିଛି । ପବ୍ଲିକ ସେକ୍ଟରର ମହାନଗର ଗ୍ୟାସ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଛି ।
କମ୍ପାନୀ ଜାରି କରିଥିବା ଏକ ବୟାନ ଅନୁଯାୟୀ, ଗ୍ୟାସର ଉତ୍ପାଦନ…