Browsing Tag

coaching center

କୋଚିଂ ସେଣ୍ଟର ପାଇଁ ନୂଆ ଗାଇଡଲାଇନ, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ସେଣ୍ଟର ମନା

କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲା ଏବେ ଯାଇପାରିବେନି କୋଚିଂ ସେଣ୍ଟର । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ପାଠପଢ଼ା ସମସ୍ୟା ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି…

ସକାଳ ୯ରୁ ୪ଟା କୋଚିଂ ସେଣ୍ଟର ବନ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର

ମନମାନି ଚାଲିଥିବା କୋଚିଂ ସେଣ୍ଟରରେ ରୋକ୍‌ ଲଗାଇଛନ୍ତି ବିହାର ସରକାର । ବିହାର ସରକାରର ଶିକ୍ଷା ବିଭାଗ ପକ୍ଷରୁ କୋଚିଂ ସେଣ୍ଟରରେ ଚାଲିଥିବା ମନମାନି ଉପରେ ରୋକ୍‌ ଲଗାଇଛନ୍ତି । ଛତୁ ଫୁଟିଥିବା କୋଚିଂ ସେଣ୍ଟରରେ ପିଲାଙ୍କୁ ପଢାଇବାକୁ କୌଣସି ସମୟ ଧାର୍ଯ୍ୟ କରାଯାଇନି । ତେଣୁ କୋଚିଂ ସେଣ୍ଟର…

କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲଂଘନ: ଜୟଦେବ ବିହାର ଛକରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ବର: ଜୟଦେବ ବିହାର ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍‌ । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲଂଘନ ଅଭିଯୋଗରେ ସିଲ୍‌ କରିଛି ବିଏମ୍‌ସି । ଆଜି ଦିନ ତମାମ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରାଯିବ । ଏଥିପାଇଁ ବିଏମ୍‌ସିର ତିନିଟି ଟିମ୍‌ ସାମିଲ ହୋଇଛନ୍ତି । ରାଜଧାନୀରେ…

ପିଲାଙ୍କୁ ଆକୃଷ୍ଟ କରିବା ପାଇଁ କୋଚିଂ ସେଣ୍ଟର ଆପଣାଇଲା ଅଦ୍ଭୁତ ଉପାୟ : ଭାଇରାଲ ହେଉଛି ପାମ୍ଫଲେଟ୍‌

ଆମ ଦେଶରେ ପିଲାମାନଙ୍କୁ ଟ୍ୟୁସନ କରିବା ପାଇଁ ବିଭିନ୍ନ ପ୍ରକାର କୋଚିଂ ସେଣ୍ଟର ଖୋଲୁଛି। ଶିକ୍ଷା କ୍ଷେତ୍ରରେ ଏକ ପ୍ରକାର ପ୍ରତିଯୋଗିତା କରିବା ପାଇଁ କିଛି ଶିକ୍ଷାନୁଷ୍ଠାନ ଖୋଲି ବ୍ୟବସାୟ ହେଉଛି। ଛାତ୍ରଛାତ୍ରୀମାନଙ୍କୁ କୋଚିଂ ସେଣ୍ଟର ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ…

ଗଞ୍ଜାମ: ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କୋଚିଂ ସେଣ୍ଟର ଉପରେ ଚଢାଉ । ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କୋଚିଂ ସେଣ୍ଟର ଉପରେ ରେଡ କରିଛନ୍ତି । ଅଭିଯୋଗ ମୁତାବକ ସ୍ଥାନୀୟ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସୁଧୀର କୁମାର ପଣ୍ଡା କୋଚିଂ ସେଣ୍ଟର…