ପାଟନାର ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼, ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା
ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ? ପାଟନାର ମୁସଲ୍ଲାପୁର ହାଟ୍ ଅଞ୍ଚଳରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼ । ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଖାନ୍ ସାର୍ ସମ୍ପୂର୍ଣ୍ଣ…