ଆସାମ କୋଇଲା ଖଣି ଅଘଟଣ : ୩ ଜଣଙ୍କ ମୃତଦେହ ଉଦ୍ଧାର, ଏତଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା…
ଆସାମ କୋଇଲା ଖଣି ଅଘଟଣରେ ୩ ଜଣଙ୍କର ମୃତଦେହ ଉଦ୍ଧାର । ଭାରତୀୟ ସେନା ଯବାନ ଓ ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟମାନେ ୪୮ ଘଣ୍ଟା ଧରି ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମେଘାଳୟ ସୀମା ନିକଟ ଆସାମର ଉମରଙ୍ଗସୋରେ ଥିବା ୩୦୦ ଫୁଟ ଗଭୀର ଏକ କୋଇଲା ଖଣିରେ…