Browsing Tag

coal mine fire

ଗତ ୧୦୦ ବର୍ଷ ହେଲା ଜଳୁଛି ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକୃତ କାରଣ

ଭାରତରେ ଏପରି ଏକ ସହର ରହିଛି, ଯାହା ଗତ ୧୦୦ ବର୍ଷ ହେଲା ଜଳୁଛି। ପ୍ରାକୃତିକ କୋଇଲା ପାଇଁ ବିଖ୍ୟାତ ଝାଡଖଣ୍ଡର ଝରିୟା ସହର ଗତ ୧୦୦ ବର୍ଷ ହେବ ମାଟିତଳୁ ଜଳୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି କିନ୍ତୁ ସଫଳତା ମିଳୁନାହିଁ। ଏପର୍ଯ୍ୟନ୍ତ ଏହି ନିଆଁ ଲିଭାଇବା ପାଇଁ…