Browsing Tag

coal train

ପଞ୍ଜାବର ଚାଷୀ ହେଲେ ଟ୍ରେନର ମାଲିକ,ରେଳବାଇର ଗୋଟିଏ ଭୁଲ ତାଙ୍କ ଭାଗ୍ୟ ବଦଳାଇଦେଲା

କ୍ଷଣିକରେ ଚାଷୀ ବନିଗଲେ ଶତାବ୍ଦୀ ଟ୍ରେନର ମାଲିକ । ରେଳବାଇର ଗୋଟିଏ ଭୁଲ ତାଙ୍କୁ କୋଟିପତି କରିଦେଲା । ତେବେ କିପରି ଜଣେ ପଞ୍ଜାବ ଚାଷୀ ଟ୍ରେନର ମାଲିକ ହେଲେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ । ଜଣେ ଚାଷୀ ଟ୍ରେନ୍‌ର ମାଲିକ ହେବାର ଚମତ୍କାର ଘଟଣା ବିଷୟରେ ଆପଣ କେବେ ଶୁଣିଛନ୍ତି କି?…

ମାଲ ବୋଝେଇ ଟ୍ରେନ ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ, ଗାଡ଼ି ଚଳା ଚଳ ବନ୍ଦ

ଜୟପୁର : ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ।  ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି ।  ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି ।  ଚିମିଡିପାଲି ନିକଟରେ ଘଟିଛି ଦୁର୍ଘଟଣା । କେ କେ ଲାଇନରେ ଗାଡ଼ି ଚଳା ଚଳ ବନ୍ଦ ରହିଛି ।  ଆରୁକୁ – କୋତୱାଲାସା ମଧ୍ୟରେ ଚିମିଡିପାଲି ଷ୍ଟେସନ ନିକଟରେ…

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗ

ଟିଟିଲାଗଡ : ସଇଁତଳା ବ୍ଲକ୍ ବଡ଼ମାଳ ରେଲୱେ ଷ୍ଟେସନ ରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ ରେ ଅଗ୍ନିକାଣ୍ଡ । ସୂଚନା ମୁତାବକ ଗତ ୧୭ ତରିକ୍ ରୁ ଏକ କୋଇଲା ବୋଝେଇ ଟ୍ରେନ ଟି ବଡ଼ମାଳ ରେଲୱେ ଷ୍ଟେସନ ରେ ଛିଡ଼ା ହୋଇଥିବା ବେଳେ ଆଜି କୌଣସି କାରଣ ରୁ ଟ୍ରେନ ର ଦୁଇଟି ବଗିରେ ନିଆଁ…

ବିବାହର କିଛି ଘଣ୍ଟା ପୂର୍ବରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲା ବର

ଆମେଥିରେ ଏକ ଅଭାବନୀୟ ଘଟଣା ଘଟିଛି ।  ବିବାହ ଶୋଭାଯାତ୍ରାର ଯାଉଥିବା ବର ହଠାତ ଗାଡ଼ିରୁ ତଳକୁ ଡେଇଁ କୁଆଡ଼େ ପଳାଇ ଯାଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ବହୁତ ସମୟ ପର୍ଯ୍ୟନ୍ତ ବରକୁ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ ।  ବହୁତ ସମୟ ପରେ ପରିବାର ଲୋକେ ଜାଣିଲେ ବର ଟ୍ରେନ୍ ଆଗକୁ…

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର ଷ୍ଟେସନ ଅଟକିଛି  l  ଗଡି ନମ୍ବର osbk ର  ଚାରି ବଗିରେ ଲାଗିଛି ନିଆଁ  l ସୋର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚିଛି  l ସନ୍ଧ୍ୟା ଛଅଟାରୁ ଅଟକିଛି କୋଇଲା ବୋଝେଇ ଟ୍ରେନ  l  ନିଆଁ ଆୟତ୍ତ ପରେ…

ଚଳନ୍ତା ମାଲ୍‌ବାହୀ ଟ୍ରେନରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଭଦ୍ରକ (କେନ୍ୟୁଜ): ଚଳନ୍ତା ମାଲବାହୀ ଟ୍ରେନରେ ନିଆଁ। ମାଲବାହୀ କୋଇଲା ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିଥିବା ସନ୍ଦେହ। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ ଏକ କୋଇଲା ଟ୍ରେନ ଯାଉଥିବା ବେଳେ କିଛି ୱାଗନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପାରାଦୀପରୁ ଟ୍ରେନ…