ରାସ୍ତା କଡକୁ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ
ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଆଦର୍ଶବିଦ୍ୟାଳୟ ସାମ୍ନାରେ ଭାରସାମ୍ଯ ହରାଇ ଓଲଟି ଜଳିଗଲା କୋଇଲା ବୋଝେଇ ଟ୍ରକ। ଡ୍ରାଇଭର ଜିବନ୍ତ ଦଗ୍ଧ। ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ।
ଗତକଲି ସନ୍ଧ୍ୟା ସମୟରେ ଓଡ଼ି ୩୫ ସି ୦୪୩୬ କୋଇଲା ବୋଝେଇ ଟ୍ରକଟି…