ବାଲେଶ୍ୱର ଜିଲ୍ଲାରେ ରହିଛି ୩ଟି ସାମୁଦ୍ରିକ ଥାନା, ହେଲେ ଆବଶ୍ୟକ ସରଞ୍ଜାମ ଓ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଛି…
ବାଲେଶ୍ୱର(କେନ୍ୟୁଜ୍): ସମୁଦ୍ର ପଟୁ ଥିବା ବିପଦର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାରେ ୩ଟି ସାମୁଦ୍ରିକ ଥାନା ରହିଛି। ୨୦୦୯ରେ ତାଳସାରି ଓ ୨୦୧୪ରେ ବାହାବଳପୁର ଓ ବଳରାମଗଡିରେ ପ୍ରତିଷ୍ଠା ହୋଇଥିଲା ସାମୁଦ୍ରିକ ଥାନା। ଏହି ତିନିଟି ଥାନାରେ ନାହିଁ ଆବଶ୍ୟକ ସରଞ୍ଜାମ ଓ ନିଯୁକ୍ତି କ୍ଷେତ୍ରରେ…