କଡ଼ାକଡ଼ି ହେଲା ସମୁଦ୍ର ତଟ ସୁରକ୍ଷା, ୧୫୦ କୋଟି ଟଙ୍କା ଅନୁଦାନ
ଭୁବନେଶ୍ୱର : କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାଂଲାଦେଶୀଙ୍କ ଉପରେ ରହିଛି ପୋଲିସର ନଜର । ଅନୁପ୍ରବେଶ ରୋକିବା ଦିଗରେ କୋଷ୍ଟାଲ ସିକୁରିଟି ତଥା ତଟ ସୁରକ୍ଷା ବାହିନୀ…