Browsing Tag

coastal sink

ବୁଡ଼ିଯିବ କି ଉପକୂଳ ଓଡ଼ିଶା ? ବଢୁଛି ଉପକୂଳ ଅଞ୍ଚଳ ପ୍ରତି ବିପଦ

କେନ୍ୟୁଜ୍(ବ୍ୟୁରୋ): ବୁଡ଼ିବ କି ଉପକୂଳ ଓଡ଼ିଶା ? ବଢୁଛି ସମୁଦ୍ରର ଜଳସ୍ତର। ବଢୁଛି ଉପକୂଳ ଅଞ୍ଚଳ ପ୍ରତି ବିପଦ। ଆଗକୁ ବିଶ୍ୱବ୍ୟାପୀ ପଡ଼ିବାକୁ ଯାଉଛି ଏହାର ଗଭୀର ପ୍ରଭାବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବ…