ଲାଟିନ ଭିତରେ ମାଳ ମାଳ ନାଗ, ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର
ଭଦ୍ରକ: ଲାଟିନ ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ । ଗୋଟିଏ ବଡ଼ ନାଗ ସହିତ ୨୯ଟି ଛୋଟ ନାଗ ସାପ ଉଦ୍ଧାର । ଭଦ୍ରକ ବନ୍ତ ଥାନା ତରାଗ ନାୟକ ସାହିର ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଛି ସାପ । ଘର ବାହାରେ ଥିବା ଲାଟିନ ଭିତରୁ ନାଗ ସାପକୁ ଉଦ୍ଧାର କରାଯାଇଛି । ସୁରେନ୍ଦ୍ର ଶୌଚ ହେବାକୁ…