Odisha News
Browsing Tag

cobra

ଯୁବା ଦେଖାଯିବା ପାଇଁ ଯୁବତୀମାନେ ପିଅନ୍ତି ନାଗ ସାପ ରକ୍ତ, ଏଠାରେ ପ୍ରତିଦିନ ବଢ଼ୁଛି ଡିମାଣ୍ଡ

ସାପକୁ କିଏ ବା ନ ଡରେ। ଘରେ ହେଉ କି ଯିବାଆସିବା ରାସ୍ତା, ସାପଟିଏ ଦେଖିଦେଲେ ଜୀବନ ଅଧା ଚାଲିଗଲା ଭଳି ଲାଗେ। ଠିକ୍‌ ସେହିଭଳି ଜାକର୍ତ୍ତାର ଲୋକେ ମଧ୍ୟ ସାପକୁ ବେଶ୍‌ ଭୟ କରନ୍ତି। କିନ୍ତୁ ଆପଣ ଜାଣି ଚକିତ ହେବେ ଯେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏକ ଏପରି ଗଳି ରହିଛି, ଯେଉଁଠିକାର…

ନାଗ ମୁଣ୍ଡରୁ ବାହାରିଲା ଆଲୋକ, ଦେଖନ୍ତୁ ଏହି ଅଲୌକିକ ଘଟଣାର ଭିଡିଓ

ନାଗ ମୁଣ୍ଡରେ ଥାଏ ନାଗମଣି । ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ସାପ ମୁଣ୍ଡରୁ ବାହରୁଛି ଆଲୋକ । ଯାହାକୁ ଦେଖି ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ ସ୍ଥାନୀୟ ବାସିନ୍ଦା । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମଳିଳି କର୍ଣ୍ଣାଟକରେ । ଏହି ସାପର ଏକ ଭିଡିଓ ମଧ୍ୟ ଆସିଛି ସାମ୍ନାକୁ । ଯେଉଁଥିରେ…

ସର୍ପରାଜ୍ ବନିଲେ ସର୍ଫରାଜ୍ : ନାଗ କାମୁଡ଼ିବାରୁ ହାତରେ ଧରି ଆଉଥରେ କାମୁଡ଼ିବାକୁ ଦେଲେ ଚ୍ୟାଲେଞ୍ଜ

ହରଦୋର : ନାଗ ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଥାଏ। ନିକଟରେ ଉତ୍ତରପ୍ରଦେଶ ହରଦୋର ଜିଲ୍ଲାରେ ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନାଗ ସାପ କାମୁଡ଼ିବାରୁ ସେ ରାଗି ଯାଇଥିଲେ। ପରେ ସେ ନାଗଟିକୁ ହାତରେ ଧରି ତାହାକୁ ଆଉଥରେ କାମୁଡ଼ିବାକୁ…