Browsing Tag

cockroach

ଏହି ଜୀବ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନା ବଞ୍ଚିପାରିବ ? ଜାଣନ୍ତୁ ଏହା ପଛର କାରଣ…

ବିଜ୍ଞାନ ହେଉଛି ଏକ ବିଷୟ ଯାହାର ରହସ୍ୟ ଆଜି ବି ଅକ୍ଷୁର୍ଣ୍ଣ ରହିଛି ଏହି ବିଷୟ ଉପରେ ଯେତେ ଅଧିକ ଗବେଷଣା କରାଯାଏ, ସେତେ ଅଧିକ ଆଗ୍ରହ ବଢ଼ିଥାଏ । ଆଉ ଏହି ସମସ୍ତ ବିଷୟରେ ଲୋକମାନେ ଖୋଜି ଥାଆନ୍ତି ଏବଂ ଶିଖିଥାଆନ୍ତି । ନିଜର ମନ ଏବଂ ମସ୍ତିସ୍କ ପରୀକ୍ଷା କରିବା ଏବଂ ନୂତନ ରହସ୍ୟ ଉନ୍ମୋଚନ…

ଦୁନିଆର ଏକମାତ୍ର ପ୍ରାଣୀ ଯିଏ ମହାକାଶରେ ଜନ୍ମ କରିଛି ୩୩ଟି ଛୁଆ

ଆମ ବିଶ୍ୱରେ ପ୍ରାୟତଃ ଏପରି ସବୁ କିଛି ହେଉଛି, ଯାହକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟ  ହୋଇଯାଉଛି । ହେଲେ ଏପର୍ଯ୍ୟନ୍ତ ଆପଣମାନଙ୍କ ଜୀବନରେ ଯେଉଁ ବି କଥା ହେଉ ତାହା ସିଧାସଳଖ ଆମ ପୃଥିବୀ ସହିତ ଜଡିତ ରହିଥାଏ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏକ ଏପରି ପ୍ରାଣୀ ବିଷୟରେ ଜଣାଇବୁ, ଯିଏ…

ଜଣେ ବ୍ୟକ୍ତିଙ୍କ କାନରୁ ବାହାରିଲା ୧୦ରୁ ଅଧିକ ଅସରପା, ଡାକ୍ତରଙ୍କର ହୋଇଗଲା ଅକଲ ଗୁଡୁମ

ମଣିଷ ଶରୀର ଭିତରେ ଅନେକ ଗୁଡିଏ ଜିନିଷ ଥାଏ । ଯେତେବେଳେ ଶରୀର ଭିତରକୁ ନାକ କିମ୍ବା କାନ ଦେଇ କୌଣସି ପୋକ ଚାଲିଯାଏ ସେତେବେଳେ ଏହା ବଡ ସମସ୍ୟା ସୃଷ୍ଟି କରେ। ଠିକ ସେହିପରି ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ଚେକଅପ୍ କରାଇଲେ । କିନ୍ତୁ…

ଏକ ବିଚିତ୍ର ଜୀବ, ଯିଏ ମୁଣ୍ଡ କଟିଗଲେ ବି ୯ ଦିନ ଯାଏ ବଞ୍ଚି ରହି ପାରେ

ଏ ଦୁନିଆ ହେଉଛି ଅତି ବିଚିତ୍ର । ଏଠାରେ ଘଟୁଥିବା ଅନେକ କଥା ଆମକୁ ଜଣାନଥାଏ । ବେଳେ ବେଳେ ଆମେ ଘଟଣା ପାଖରେ ଥାଇ ବି ଜାଣି ପାରୁନା ଯେ କଣ ଘଟୁଛି ଓ କିଏ ଘଟାଉଛି । ଈଶ୍ୱର ଏ ଜୀବ ଜଗତର ପ୍ରାଣୀମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ତିଆରି କରିଛନ୍ତି । ସମସ୍ତଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଅଲଗା…

ଅସରପାର ପୂରା ପରିବାରକୁ ଯୁବକଙ୍କ କାନରୁ ବାହାର କଲେ ଡାକ୍ତର, ଆଶ୍ଚର୍ଯ୍ୟ ନ ହୋଇ ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ଜଣେ ବ୍ୟକ୍ତିଙ୍କର କାନ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଚେକଅପ୍‌ କରିବାକୁ ଯାଇଥିଲେ। ଯାଞ୍ଚ କରିବା ପରେ ଯାହା ସାମ୍ନାକୁ ଆସିଲା ତାହା ଶୁଣି ଆପଣଙ୍କ ଆଖି ପୂରା ଖୋଲା ହିଁ ଖୋଲା ରହିଯିବ। ଘଟଣାଟି ହେଉଛି ଚୀନର ଗୁଆଁଗଡୋଙ୍ଗ ଇଲାକାର। ଏଠାରେ ଜଣେ ୨୪ ବର୍ଷିୟ ଯୁବକଙ୍କ କାନ ବହୁତ…

ଏୟାର ଇଣ୍ଡିଆ ଫ୍ଲାଇଟ୍ ଖାଦ୍ୟରେ ଅସରପା

ଭୋପାଳ : ଏୟାର ଇଣ୍ଡିଆ ଫ୍ଲାଇଟ୍ ଖାଦ୍ୟରେ ଅସରପା । ଭୋପାଳରୁ ମୁମ୍ବାଇ ଯାଉଥିବା ଏୟାର୍ ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ବ୍ରେକଫାଷ୍ଟରେ ଅସରପା ପଡିଥିବା ଦେଖିବାକୁ ମିଳିଛି । ଘଟଣାଟି ପ୍ରଘଟ ହେବା ପରେ ବିମାନ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ,…