Browsing Tag

coconut during pregnancy

ଗର୍ଭାବସ୍ଥାରେ ସେବନ କରନ୍ତୁ ନଡ଼ିଆ ପାତି, ହେବ ନର୍ମାଲ ଡେଲିଭରି

ନଡ଼ିଆରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ନଡ଼ିଆ ପାଣି ହେଉ କି କଞ୍ଚା ନଡ଼ିଆ ସବୁଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରି ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶୁଖିଲା ନଡ଼ିଆରେ ମଧ୍ୟ ବହୁ ପରିମାଣରେ ପ୍ରୋଟିନ୍‌ ରହିଛି। ଖାସ୍‌ କରି ଗର୍ଭବତୀଙ୍କ ପାଇଁ ନଡ଼ିଆ ପାତି ଖୁବ୍‌ ଲାଭଦାୟକ ହୋଇଥାଏ।…