ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର
କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର । ଗୋପ ସରଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ୩ଜଣ ଯୁବକ ଏକ ସ୍କୁଟିରେ ବନ୍ଧୁ ଘରକୁ ଯାଇ ଫେରୁଥିଲେ। ବାଟରେ ଆସିବା ବେଳେ ୩ ଜଣଙ୍କ ଉପରେ ଏକ ନଡିଆ ଗଛ ପଡିଯାଇଥିଲା । ଫଳରେ…