Browsing Tag

coconut tree

ନଡିଆ ଗଛରେ ଆଣ ଛିଟା ! କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ

କେନ୍ଦ୍ରାପଡା(କେନ୍ଯୁଜ୍): ଗତ ସନ୍ଧ୍ୟା ସମୟରୁ ଓଡ଼ିଶାର କେନ୍ଦ୍ରାପଡାର ବିଭିନ୍ନ ଅଂଚଳରେ ଚହଳ ପଡିଛି। ନଡିଆ ଗଛର ପତ୍ରରେ ଧଳା ଧଳା ଦାଗ ଦେଖିବାକୁ ମିଳୁଛି। ଗୁରୁବାର ଓଷାରେ ଯେପରି ମହିଳା ମାନେ ଘର ଆଗରେ ଆଣରେ ଚିତା ଛିଟା ପକାଇଥାନ୍ତି, ସେହିପରି ଚିନ୍ନ ହୋଇଛି। ଏହା କେବଳ ନଡିଆ ଗଛ…

ନିଆଳିରେ ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ, କାଳବୈଶାଖୀ ବର୍ଷା ଉଡାଜିଦେଲା ଫସଲ

ନିଆଳି: ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ। ଗତକାଲି ରାତି ସମୟରେ ମାଡ଼ି ଆସିଲା କାଳ ବୈଶାଖୀ। ପବନ,ମେଘ ସହ ଘଡଘଡି। ଠପ ହୋଇଯାଇଥିଲା ବିଦ୍ୟୁତ୍ ସରବରାହ। ଚାରିଆଡ଼େ ଘଞ୍ଚ ଅନ୍ଧାର। ଗୋଟିଏ ପରେ ଗୋଟିଏ ଘଡଘଡି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ଖୋର୍ଦ୍ଧା…