ୱେଟ୍ ଲସ୍ ପାଇଁ ପ୍ରଭାବଶାଳୀ ବ୍ଲାକ୍ କଫି, ସକାଳେ ଖାଲି ପେଟରେ ପିଉଥିଲେ ହୋଇପାରେ କ୍ଷତି
ଭାରତ ସମେତ ସାରା ବିଶ୍ୱରେ ଅଧିକାଂଶ ଲୋକଙ୍କର ଚା’ ଏବଂ କଫି ପ୍ରିୟ ହୋଇଥାଏ । ଅନେକ ଲୋକ ଚା’ କିମ୍ବା କଫି ସହିତ ସେମାନଙ୍କ ସକାଳର ଆରମ୍ଭ କରିଥାନ୍ତି । ଚା’ ହେଉ ଅବା କଫି, ପିଇଦେବା ମାତ୍ରେ ରିଲାକ୍ସ ଏବଂ ଫ୍ରେସ୍ ଅନୁଭବ ହୋଇଥାଏ । କିନ୍ତୁ ଚା’ ଅପେକ୍ଷା କଫିକୁ ଖୁବ୍ ପସନ୍ଦ କରିଥାନ୍ତି…