Browsing Tag

coffee

କେଶକୁ ସିଲ୍କି କରିବାକୁ ଚାହୁଁଛନ୍ତି କି ? ଦହି ଓ କଫିର ବ୍ୟବହାର କରନ୍ତୁ ମିଳିବ ଫାଇଦା

ଆଜିକାଲି କେଶ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାର କାଣର ଖରା, ଧୂଳି ଏବଂ ଗରମ ଯୋଗୁ ଆମ କେଶ ପ୍ରାୟତଃ ଡ୍ରାଏ ହେବା ସହ ଖରାପ ମଧ୍ୟ ଦେଖାଯାଉଛି । ଏହା ବ୍ୟତୀତ ବେଳେବେଳେ କେଶରେ ତେଲ ନଲଗାଇବା କିମ୍ବା ହାଇଡ୍ରେସନର ଅଭାବ ଯୋଗୁ ଏହା ଡ୍ରାଏ ହୋଇଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ…

ଶରୀରର ଚର୍ବି ମହମ ପରି ତରଳି ଯିବ, କେବଳ ଏହି ଜିନିଷକୁ କଫିରେ ମିଶାଇ ପିଅନ୍ତୁ

ଯଦିଓ ଆମେ ଓଜନ ହ୍ରାସ ପାଇଁ ଅନେକ ପଦ୍ଧତି ଗ୍ରହଣ କରୁ, କିନ୍ତୁ ଏହି ସମସ୍ତ ପଦ୍ଧତି ପ୍ରଭାବଶାଳୀ ନୁହେଁ, ଆପଣ ଜାଣନ୍ତି କି କଫି ଚର୍ବି ତରାଳାଇଥାଏ । କିନ୍ତୁ ଏବେ ଜଣେ ବ୍ରିଟିଶର ଲେଖକ ଏହାକୁ ବଟରରେ ମିଶାଇ ପିଇବାକୁ ପରାମର୍ଶ ଦେଇଛନ୍ତି ଏବଂ ଏହା ଆପଣଙ୍କ ଚର୍ବିକୁ ମହମ ପରି ତରଳିଯିବ…

ଧଳା କେଶକୁ କଳା କରିବା ପାଇଁ ବ୍ଲାକ୍‌ କଫି ଏକ ଭଲ ଉପାୟ, ଜାଣନ୍ତୁ ଏହାକୁ କିପରି ବ୍ୟବହାର କରିବେ

ଆଜିକାଲି କେଶ ଧଳା ହୋଇଯିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ଅଳ୍ପ ବୟସରେ ଧଳା କେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିରେ ବଜାରରେ କେଶକୁ କଳା କରିବା ପାଇଁ କେମିକାଲ୍‌ କଲର ମଧ୍ୟ ଉପଲବ୍ଧ ହେଉଛି । ତେବେ ଏହି କଲର ଯୋଗୁ ଧଳା କେଶ କଳା ହୋଇଯାଏ, କିନ୍ତୁ ଏପରି…

ଦୁନିଆରେ ହେଉଛି କଫିର ଅଭାବ, ଜାଣନ୍ତୁ କେଉଁ ଦେଶରେ ହୁଏ ସବୁଠୁ ଅଧିକ ଉତ୍ପାଦନ

ଅନେକ ଲୋକ ନିଜ ଦିନର ଆରମ୍ଭ କଫିରୁ କରିଥାନ୍ତି । ଏହି ଦୁନିଆରେ ଅନେକ କଫି ପିଇବା ଲୋକଙ୍କର ଅଭାବ ନାହିଁ । ଅନେକ ଲୋକ ଏହା ପାଇଁ ପାଗଳ ହୋଇ ଦିନରେ ଅନେକ ଥର କଫି ପିଇଥାନ୍ତି । ଚା' ପରେ କଫି ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପାନୀୟ । ଏହି କାରଣରୁ ଏହାର ବ୍ୟବସାୟ ମଧ୍ୟ ବହୁତ ବଡ । କେବଳ…

କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ, ଆନନ୍ଦରେ ଚାଷୀ

କୋରାପୁଟ(କେନ୍ୟୁଜ): କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ କଫିରୁ ହିଁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି । ତେଣୁ ଓଡିଶାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ…

ମାସେ ଯାଏଁ ଛାଡି ଦିଅନ୍ତୁ ଚା’ ଏବଂ କଫି, ଶରୀରରେ ଆସିବ ଏହି ସବୁ ପରିବର୍ତ୍ତନ

ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି । କିଛି ଲୋକ ଦିନକୁ ଦୁଇ କପ୍ ଚା କିମ୍ବା କଫି ପିଉଥିବାବେଳେ କେହିକେହି ଦିନକୁ ଚାରି କିମ୍ବା ପାଞ୍ଚ କପ୍ କଫି ଓ ଚା ପିଇଥାନ୍ତି । ଚା ’କିମ୍ବା କଫି ପିଇବା ପରେ ଜଣେ ସତେଜ ଅନୁଭବ କରେ । ଅନେକ ଲୋକ ଏକ ପ୍ରକାର…

ଛୋଟ ପିଲା କଫି ପିଇବା ଜରୁରୀ କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ସମସ୍ତ ପିତା ମାତା ନିଜ ସନ୍ତାନକୁ ସବୁଠୁ ଭଲ ଜିନିଷ ଦେବାକୁ ଚାହାଁନ୍ତି । ସେମାନେ ପିଲାଙ୍କ ସବୁ ଛୋଟ ବଡ଼ କଥା ଉପରେ ଧ୍ୟାନ ଦେଇଥାନ୍ତି । ବିଶେଷକରି ଖାଦ୍ୟ ପାନୀୟ ଓ ପୋଷକ ତତ୍ତ୍ୱ ନେଇ ବେଶୀ ଧ୍ୟାନ ଦେଇଥାନ୍ତି । କିଛି ପିଲା କମ ବୟସରେ କଫି ପିଇବା ଆରମ୍ଭ କରିଦେଇଥାନ୍ତି । ଏହା କ’ଣ…

କଫିରେ ଚାମଚେ ଘିଅ ମିଶାଇ ପିଅନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଓଜନ କମାଇବାକୁ ଆଜିକାଲି ଲୋକମାନେ କଫି ବା ବ୍ଲାକ୍‌ କଫି ପିଉଛନ୍ତି। ଏହା ଶରୀରରୁ ମେଦକୁ ହ୍ରାସ କରେ। କିନ୍ତୁ ଏବେ ଲୋକମାନେ କଫିରେ ଘିଅ ମିଶାଇ ପିଉଥିବା ଦେଖାଯାଇଛି। ଘିଅ କଫି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏବେ ଏହା କିଛି ଲୋକଙ୍କ ମଧ୍ୟରେ ଟ୍ରେଣ୍ଡ୍‌ରେ ରହିଛି। ଖାସ୍‌ କରି ବଲିଉଡ୍‌…

ଦୈନିକ ୨ ରୁ ୩ କପ୍ କଫି ପିଇବା ଦ୍ୱାରା ୨୩ ପ୍ରତିଶତ ଦୂର ହେବ କିଡନୀ ରୋଗର ଆଶଙ୍କା, ଆନ୍ତର୍ଜାତୀୟ ରିପୋର୍ଟ

ବିଭିନ୍ନ ପ୍ରକାର ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ରହିଛି। ପୁଣି ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି ଏହି କିଡନୀ ରୋଗ। କିନ୍ତୁ ଆପଣ ଏହି ରୋଗରୁ ବଞ୍ଚିବା ପାଇଁ କଫି ପିଇ ପାରିବେ। ଏପରି ଯୁକ୍ତରାଷ୍ଟ୍ର ଆମେରିକାର କିଡନୀ ଇଣ୍ଟରନାସ୍ନାଲ ରିପୋର୍ଟ କହିଛି। ଯୁକ୍ତରାଷ୍ଟ୍ର…

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ବ୍ୟବହାର କରନ୍ତୁ କଫି…ଆଉ ଜାଣି ରଖନ୍ତୁ ଏହାର ଜବରଦସ୍ତ…

ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା, ଘନ ଓ କଳା କେଶ ଚାହୁଁଛନ୍ତି କି? ତା’ ହେଲେ ବ୍ୟବହାର କରନ୍ତୁ କଫି। ଏହା ଆପଣଙ୍କ କେଶକୁ ବଢ଼ାଇବାରେ ସାହାଯ୍ୟ କରି ପାରିବ। କଫି ଆଣ୍ଟି ଅକ୍ସିଡାଣ୍ଟସ୍‌ରେ ଭରପୂର ହୋଇଥାଏ, ଯାହାକି କେଶ ପାଇଁ ବେଶ୍‌ ଲାଭଦାୟକ ହୋଇପାରେ। କଫି ବ୍ୟବହାର ଦ୍ୱାରା କେଶର ବିଭିନ୍ନ…

ଧଳା କେଶ ପାଇଁ ବରଦାନ କଫି, ଗୋଟିଏ ସପ୍ତାହରେ ଦେଖାଇବ ଚମତ୍କାର

ସାଧାରଣତଃ ଲୋକେ କଫିକୁ କେବଳ ପାନୀୟ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ କଫି ଏପରି ଏକ ଜିନିଷ , ଯାହାକୁ ପାନୀୟ ଭାବେ ବ୍ୟବହାର କରିବା ସହିତ, ଏହାକୁ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । କେଶକୁ କଳା କରିବା ପାଇଁ ବଜାରରେ ବିଭିନ୍ନ ସାମଗ୍ରୀ ଉପଲବ୍ଧ, କିନ୍ତୁ କିଛି ଲୋକ କେବଳ କେଶକୁ…

ଦିନକୁ ୧୦୦ ସିଗାରେଟ୍, ୩୦ କପ କଫି ପିଅନ୍ତି ଶାହାରୁଖ, ଏମିତି ରହିଛି କିଙ୍ଗ ଖାନଙ୍କ ଜୀବନଶୈଳୀ

ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ଜାଣିବା ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡରେ ସେହି ସ୍ଥାନ ପାଇଛନ୍ତି, ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ଏହି ଖ୍ୟାତି ପଛରେ ମଧ୍ୟ ଏକ ସତ୍ୟତା ଲୁଚି ରହିଛି, ଏହା ଜାଣି ଆପଣ ମଧ୍ୟ ଚକିତ ହେବେ। କୋଟି କୋଟି…