coin found in stomch

ଭିକ୍ଷାରେ ମିଳୁଥିବା ପଇସାକୁ ଗିଳି ଦେଉଥିଲେ ବୃଦ୍ଧ, ସର୍ଜରୀ କରି ଡାକ୍ତର ବାହାରକଲେ ୧୮୭ଟି କଏନ

କେନ୍ୟୁଜ୍(ବ୍ୟୁରୋ): ପେଟରୁ ବାହାରିଲା ୧୮୭ କଏନ । କର୍ଣ୍ଣାଟକ ରାୟଚୁରର ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କ ପେଟରୁ ବାହାରିଲା ଟଙ୍କିକିଆ , ୨ ଟଙ୍କିକିଆ ଓ ୫…

2 years ago