ଟ୍ବିନସିଟିରେ ରେକର୍ଡ ଥଣ୍ଡା, ୧୪ ସହରରେ ୧୦ ଡିଗ୍ରୀଠୁ କମ ତାପମାତ୍ରା
ଟ୍ବିନସିଟିରେ ରେକର୍ଡ ଥଣ୍ଡା। ଚଳିତ ସିଜିନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ଛୁଇଁଛି କଟକ ଓ ଭୁବନେଶ୍ବର ପାରଦ। ୧୪ ସହରରେ ୧୦ଡିଗ୍ରୀଠୁ କମ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି।
୫ ଡିଗ୍ରୀ ପାରଦ ସହ ଜି. ଉଦୟିଗିରି ସବୁଠୁ ଥଣ୍ଡା ସହରରେ ପରିଣତ…