Browsing Tag

cold marathon

ମାଇନସ୍‌ ୫୨ ଡିଗ୍ରୀରେ ହେଲା ବରଫ ମାରାଥନ୍‌, ଧାବକଙ୍କ ଚେହେରାରେ ଜମିଗଲା ବରଫ ଆସ୍ତରଣ

କେବଳ ଭାରତ ନୁହେଁ, ଉତ୍ତର ଚୀନର ଗେହ୍ନେ ସହରରେ ମଧ୍ୟ ଏବେ ଜବରଦସ୍ତ ଥଣ୍ଡାର ପ୍ରକୋପ ଜାରି ରହିଛି। କିନ୍ତୁ ଏହା ସତ୍ତ୍ୱେ ଏଠାରେ ‘ଚାଇନା ପୋଲ୍‌ ଅଫ୍‌ କୋଲ୍ଡ ମାରାଥନ୍‌’ ଆୟୋଜନ କରାଯାଇଥିଲା। ଏହି ମାରାଥନ୍‌ରେ ପାଖାପାଖି ୧୫୦୦ ଧାବକ ଅଂଶଗ୍ରହଣ କରିଥିଲେ। ଏହା କୌଣସି ସାଧାରଣ…