Browsing Tag

Cold Storages

ୟୁପି ଶୀତଳ ଭଣ୍ଡାର ଦୁର୍ଘଟଣାରେ ଆଖି ବୁଜିଲେ ୮ ଶ୍ରମିକ; ଏବେ ବି ମାଟି ତଳେ ଦବି ରହିଛନ୍ତି ୧୨ରୁ ଅଧିକ

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଗୁରୁବାର ହୋଇଥିବା ଶୀତଳ ଭଣ୍ଡାର ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଶ୍ରମିକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ପ୍ରତ୍ୟେକଙ୍କୁ ୨…

ଉତ୍ତର ପ୍ରଦେଶ: ବନ୍ଦାୟୁରେ ବଡ଼ ଦୁର୍ଘଟଣା, ଭୁଶୁଡ଼ିଲା ଶୀତଳ ଭଣ୍ଡାର କୋଠା; ୩୦ ଶ୍ରମିକ ଚାପି ରହିଥିବା ଆଶଙ୍କା

ଉତ୍ତର ପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବନ୍ଦାୟୁ ଜିଲ୍ଲାର ସୀମାରେ ଅବସ୍ଥିତ ମୱଇ ଗାଁରେ ଏକ ଶୀତଳ ଭଣ୍ଡାର କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ସ୍ଥାନୀୟ…

ପୁରୀ: ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ବସ୍ତା ବସ୍ତା ଆଳୁ ନଷ୍ଟ, ଚାଷୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ

ପୁରୀ(କେନ୍ୟୁଜ୍): ଶୀତଳ ଭଣ୍ଡାରରେ ଆଳୁ ନଷ୍ଟ । ବସ୍ତା ବସ୍ତା ଆଳୁରୁ ଗଜା ବାହାରିବା ସହ ପଚିସଢ଼ି ନଷ୍ଟ ହେଲାଣି । ପୁରୀ ଜିଲ୍ଲା ପିପିଲି ନିକଟ ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ଆଳୁ ନଷ୍ଟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସାତଶଙ୍ଖ ଉତ୍ତରାୟଣୀ ଶୀତଳଭଣ୍ଡାରରେ ୨୦…