Browsing Tag

cold wave alert

ଦିଲ୍ଲୀରେ କମୁନି ଶୀତ, IMD ଜାରି କଲା ୟେଲୋ ଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଥଣ୍ଡା ପାଗ ରେକର୍ଡ ସୃଷ୍ଟି କରିଛି । ସର୍ବନିମ୍ନ ତାପମାତ୍ରା ୩° ସେଲସିୟସ୍ ପହଞ୍ଚିଛି । ଘନ କୁହୁଡ଼ି ଏବଂ ଥଣ୍ଡା ପାଗ ଯୋଗୁଁ IMD ୟେଲୋ ଆଲର୍ଟ ଜାରି କରିଛି । ସୂଚନାନୁଯାୟୀ, ଶନିବାର-ରବିବାର ରାତିରେ ଦିଲ୍ଲୀ ଏନସିଆରରେ ଥଣ୍ଡା ଏବଂ ଘନ କୁହୁଡ଼ି ଲାଗି…

ରାଜ୍ୟକୁ ଥରହର କରୁଛି ଥଣ୍ଡା, ୧୦ ଡିଗ୍ରୀ ତଳେ ୨୫ ସହର

ଭୁବନେଶ୍ୱର : ୧୦ ଡିଗ୍ରୀ ତଳେ ରାଜ୍ୟର ୨୫ ସହର । ରାଜ୍ୟକୁ ଥରହର କରୁଛି ଥଣ୍ଡା । କ୍ରମାଗତ ଭାବେ ଖସି ଚାଲିଛି ପାରଦ । ୨୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ୫ ଡିଗ୍ରୀ ତଳେ ୬ ସହର । ସେହିପରି ୮ ଡିଗ୍ରୀ ତଳେ ୭ ସହରର ତାପମାତ୍ରା । ଜି ଉଦୟଗିରି ସବୁଠୁ ଥଣ୍ଡା ସହର । ଜି…

ନୂଆବର୍ଷରେ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ଜାନୁଆରୀ ୧ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ନୂଆବର୍ଷରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ଜାନୁଆରୀ ୧ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜାନୁଆରୀ ୧ରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିବ । ଘନକୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି । ୧୦ ଡିଗ୍ରୀ ତଳେ ୧୫ ସହର ପାରଦ।…

ପ୍ରବଳ ଶୀତରୁ ନାହିଁ ନିସ୍ତାର, ଆଗାମୀ ୬ ଦିନ ଯାଏ ହେବ ଶୀତ

ସୁବର୍ଣ୍ଣପୁର : ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଶୀତରୁ ନାହିଁ ନିସ୍ତାର । ଆଗାମୀ ୬ ଦିନ ଯାଏ ଥରାଇବ ହାଡ଼ଭଙ୍ଗା ଶୀତ । ଦେଶର ଉତ୍ତର ଭାଗରେ ପଶ୍ଚିମାଝଡ଼ ସତ୍ତ୍ବେ ଓଡ଼ିଶାରେ ଶୀତଲହରୀ ଜାରି ରହିଛି । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର ବାସିନ୍ଦା । ଗତ କିଛି ଦିନ ହେବ ପ୍ରବଳ…

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ୧୦ ଡିଗ୍ରୀ ତଳେ ୮ ସହର

ବଣାଇ : ଏବେ ଶୀତ କମିବାର ନାହିଁ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ତଳେ ୮ ସହର । କ୍ରମାଗତ ୧୦ ଦିନ ହେଲା ଲାଗି ରହିଛି ପ୍ରବଳ ଥଣ୍ଡା । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ…

ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଶୀତ କମିବାର ନାହିଁ, ୬ ଡିଗ୍ରୀରେ ପହଞ୍ଚିଛି ତାପମାତ୍ରା

ଭୁବନେଶ୍ବର : ଏବେ ଶୀତ କମିବାର ନାହିଁ । ଜାଡ ମାଡରେ ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ତଳେ ୮ ସହର । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଉଭୟ…

ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି, ୩ ଜିଲ୍ଲା ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ଆହୁରି ୭ ଦିନ ଜାଡ଼ରେ ଥରିବ ଓଡ଼ିଶା । ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ । ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦ ସ୍ତର ୩.୧ ଡିଗ୍ରୀକୁ ଖସିଛି । ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ…

ପୁଣି ଫେରିବ ଶୀତଲହର, କୁହୁଡି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବ ଶୀତ । କାଲିଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ । ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ । ପଶ୍ଚିମା ଝଡ ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ…

୩ ଦିନ ପରେ ପୁଣି ବଢ଼ିବ ଶୀତ, ୧୪ ଯାଏ ୧୦ ଜିଲ୍ଲାକୁ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ୧୦ ସହର । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେବେ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ଅର୍ଥାତ ଶୀତ କମିବା ସମ୍ଭାବନା ।…

କମିବ ଶୀତ, ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ, ଥରୁଛି ଆଭ୍ୟନ୍ତରୀଣରୁ ଉପକୂଳ ।  ହେଲେ ଏଭଳି ଶୀତ ଆହୁରି ୨ ଦିନ ଯାଏ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ଦିନ ପରେ ବଢିବ ତାପମାତ୍ରା ,କମିବ ଶୀତ ।  ଆସନ୍ତା ୨ ଯାଏ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବାକୁ…

ଜାଡ଼ରେ ଥରୁଛି ଓଡ଼ିଶା, ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । କମୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ । ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  ଏହା ଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା…

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ

ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । କମୁଛି ପାରଦ, ବଢୁଛି ଶୀତ । ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ପ୍ରକୋପ । ଆଜିଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହା ଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବାର…