ଖସୁଛି ପାରଦ, ବଢ଼ୁଛି ଜାଡ: ୭.୨ ଡିଗ୍ରୀ ସହ ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା ଜି.ଉଦୟଗିରି
କେନ୍ୟୁଜ(ବ୍ୟୁରୋ) : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୭.୨ ଡିଗ୍ରୀ ସହ ଜି. ଉଦୟଗିରି ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଥିଲା। ୧୨ ଡିଗ୍ରୀ ତଳେ ରହିଥିଲା ୯ଟି ସ୍ଥାନର ତାପମାତ୍ରା। ଟ୍ବିନ ସିଟିରେ ବି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।
ଆଗାମୀ ୭ଦିନ…