Browsing Tag

cold wave winter

ଆସନ୍ତାକାଲିଠୁ ବଢିବ ଶୀତ, ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ ।  ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ  ।  ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ ।  କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଞ୍ଚଳରେ ଶୀତ ବଢିଛି ।  ରାତି୨ଟାରୁ ତାପମାତ୍ରା ୪…

ଶୀତଦିନେ ମୋଜା ପିନ୍ଧି ଶୋଇବା ଶରୀର ପାଇଁ କ୍ଷତିକାରକ, ଆପଣ କରୁନାହାନ୍ତି ତ ଏପରି ଭୁଲ୍‌

ଶୀତଦିନ ଆସିବା ମାତ୍ରେ ଆମେ ଶୀତ ପୋଷାକ ଉପରେ ନିର୍ଭର କରିଥାଉ । ସ୍ୱେଟର, ମୋଜା, ମଫଲର ଇତ୍ୟାଦିର ବ୍ୟବହାର କରିଥାଉ। ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ…

ଜାଡ଼ରେ ଥରୁଛି ରାଜଧାନୀ, ସକାଳୁ ତାପମାତ୍ରା ୧୩ ଡିଗ୍ରୀ

ଭୁବନେଶ୍ବର: ପୁଣି ଖସିଲା ପାରଦ । ଶୀତର ପ୍ରକୋପରେ ଲୋକେ କଲବଲ । ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଶୀତର ରାଜୁତି । ୧୦ ଡିଗ୍ରୀ ତଳେ ରହିଛି ୧୨ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା । ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର…

ଘନ କୁହୁଡି ଆସ୍ତରଣରେ ଶୂନଶାନ ରାସ୍ତାଘାଟ, ଚିନ୍ତାରେ ସୁବର୍ଣ୍ଣପୁରବାସୀ

ସୁବର୍ଣ୍ଣପୁର: ଗତ କିଛିଦିନ ହେବ ଅସହ୍ୟ ଜାଡରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା । ଶୀତ ସାଙ୍ଗକୁ ଜାଡ ମାଡରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ତା ସହ ସକାଳର ଘନ କୁହୁଡି ସାଧାରଣ ଜନ ଜୀବନକୁ ଆହୁରୀ ଅସ୍ତବ୍ୟସ୍ତ କରି ପକାଇଛି । କୁହୁଡି ଏବଂ ଶୀତର ପ୍ରକୋପ ଏତେ ପରିମାଣରେ ବଢିଛି ଯେ ଲୋକେ…

ଆଜିଠୁ ରାଜ୍ୟରେ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା

ଭୁବନେଶ୍ବର : ଆଜିଠୁ ବଢ଼ିବ ପାରଦ, କମିବ ଶୀତ ।  ଆଜିଠୁ ୪ ଦିନ ରାଜ୍ୟରେ ଶୀତ କମିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତାପମାତ୍ରା ବଢ଼ିବା ସହ ଶୀତ କମିବ । ରାତିର ତାପମାତ୍ରା ୧୪ ଡିଗ୍ରୀ ମଧ୍ୟରେ ରହିବା ଆକଳନ…

ହରଭଙ୍ଗା ବ୍ଲକ ଅଞ୍ଚଳରେ ଛୁଇଁଛି ଚଳିତ ବର୍ଷର ପ୍ରଥମ ଶୀତ, ଉପଭୋଗ କରୁଛନ୍ତି ଅଞ୍ଚଳବାସୀ

ହରଭଙ୍ଗା: ବିଳମ୍ବରେ ହେଲେ ବି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅଞ୍ଚଳରେ ଛୁଇଁଛି ଚଳିତ ବର୍ଷର ପ୍ରଥମ ଶୀତ । ଶୀତର ଆଗମନରେ କାକର ଭିଜା ସକାଳ, ଘନ କୁହୁଡିର ଚାଦରରେ ଘୋଡେଇ ବସିଛି ପ୍ରକୃତି ରାଣୀ । ହଠାତ ଶୀତ ପଡିବା ପରେ ସକାଳୁସକାଳୁ ଯୋଗ ବ୍ୟାୟା ମ ବି ଆରମ୍ଭ କରି ଦେଲେଣୀ ଲୋକେ । ବିଳମ୍ବରେ…

ଆଗାମୀ ୪ ଦିନ ଯାଏ ଜାଡ଼ରୁ ନାହିଁ ନିସ୍ତାର, ୧୬ ଯାଏ ୧୭ ଜିଲ୍ଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ଆଗାମୀ ୪ଦିନ ଯାଏ ଜାଡ଼ରୁ ନାହିଁ ନିସ୍ତାର । ପ୍ରବଳ ଶୀତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ରାତିର ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଛି । ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ । ଗତ ୨୪…

ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ, କମିବ ରାତ୍ରି ତାପମାତ୍ରା

ଭୁବନେଶ୍ୱର : ଜିରୋ ନାଇଟରୁ ବଢିବ ଜାଡ଼ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ପ୍ରବଳ ଜାଡ ସାଙ୍ଗକୁ ଅସ୍ତବ୍ୟବସ୍ତ କରିବ ଘନ କୁହୁଡି। କାଲିଠୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ । ତେଣୁ ୩୧ ତାରିଖ ରାତିରୁ ଉପକୂଳ ଓଡ଼ିଶାର ବିଭିନ୍ନ…

ଜାଡରେ ଥରୁଛି ସାରା ଓଡ଼ିଶା,ଆଗକୁ ଆହୁରି ଥରାଇବ

ମୟୂରଭଞ୍ଜ : ଜାଡରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ୧୦ ଡିଗ୍ରୀ ତଳେ ରହିଛି ୭ ସହରର ପାରଦ। ଆଗକୁ ଆହୁରି ଥରାଇବ । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଏବେ ହାଡ଼ ଭଙ୍ଗା ଶୀତ, ବିଭିନ୍ନ ସ୍ଥାନରେ ତୁଷାପାତ ।  ଜି ଉଦୟଗିରିରେ ତାପମାତ୍ର ୬ ଦଶମିକ ୬ ଡିଗ୍ରୀ ରେଡର୍କ…

୪-୫ ଦିନ ଭିତରେ ଆହୁରି ଖସିବ ପାରଦ, ୨ରୁ ୩ ଡିଗ୍ରୀ ତାପମାତ୍ରା ପାଇବ ହ୍ରାସ

ଭୁବନେଶ୍ୱର : ଖସୁଛି ପାରଦ, ବଢ଼ୁଛି ଶୀତ। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ୪-୫ ଦିନ ଭିତରେ ଆହୁରି ଖସିବ ପାରଦ। ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ପାରଦ ଖସିବା ଫଳରେ ଶୀତ ଆହୁରି ବଢିବ । ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ଫଳରେ ବଢିଛି ଶୀତ ।…

୧୫ରୁ ରାଜ୍ୟରେ ବଢିବ ଶୀତ, ଦିନ ସହ କମିବ ରାତିର ତାପମାତ୍ରା

ଭୁବନେଶ୍ୱର : ଧୀରେ ଧୀରେ ଆସୁଛି ଶୀତ । ୨ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ଯାଏ କମିବାର ସମ୍ଭାବନା ରହିଛି । ତାପମାତ୍ରା ଖସିବା ସହ ରାଜ୍ୟରେ ବଢ଼ିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଓ ପରେ ଅନ୍ୟ ଅଂଚଳରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ…

ହ୍ରାସ ହେବ ରାତିର ତାପମାତ୍ରା, ୧୫ ପରେ ରାଜ୍ୟରେ ଅନୁଭବ ହେବ ଶୀତ

ଭୁବନେଶ୍ୱର : ହ୍ରାସ ହେବ ରାତିର ତାପମାତ୍ରା, ରାଜ୍ୟରେ ପଡିବ ଶୀତ ।  ୪ ଦିନ ପରେ ଅର୍ଥାତ ୧୫ ତାରିଖ ପରେ ରାଜ୍ୟରେ ଅନୁଭବ ହେବ ଶୀତ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଶୀତ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…