Browsing Tag

cold wave

ରାଜ୍ୟରେ କମୁଛି ଶୀତ, କଲବଲ କରୁଛି କୁହୁଡ଼ି; ୧୦ ଜିଲ୍ଲାରେ ୟେଲୋ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ…

କନ୍ଧମାଳକୁ ଫେରିଛି ଶୀତ, ୬ଂ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

କନ୍ଧମାଳ (କେନ୍ୟୁଜ): କନ୍ଧମାଳକୁ ଫେରିଛି ଶୀତ । ଦିନ ୯ ଟା ପର୍ଯ୍ୟନ୍ତ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଇଛି । ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି । ୬ଂ ତାପମାତ୍ରା ସହ ଜି ଉଦୟଗିରି…

ଉତ୍ତର ଭାରତରେ ଭୀଷଣ ଥଣ୍ଡା ସହ ଘନ କୁହୁଡ଼ି, ପଶ୍ଚିମା ଝଡ଼ ସମ୍ଭାବନା !

ଉତ୍ତର ଭାରତରେ ହାଡ଼ଭଙ୍ଗା ଜାଡ଼ । ଭୀଷଣ ଥଣ୍ଡା ସହ ଘନ କୁହୁଡ଼ି । ଥରାଇ ଦେଉଛି ଶୀତ ଲହରୀ । ପାରଦ ଆହୁରି ଖସିବ । ଶୀତ ବଢ଼ିବା ସହ କୁହୁଡ଼ିର ଘନତା ବଢ଼ିବ । କମିବ ଦୃଶ୍ୟମାନ ଦୂରତା । ଏହା ଭିତରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର…

ଦିଲ୍ଲୀରେ ଶୀତର ପ୍ରକୋପ, ଆସନ୍ତା ୧୨ ତାରିଖ ଯାଏଁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍କୁଲ ଛୁଟି

ଦିଲ୍ଲୀରେ ଶୀତ ପ୍ରକୋପ ଦେଖି ସରକାର ସ୍କୁଲ ଛୁଟି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ ଦିନ ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲ ଛୁଟି ରହିବାକୁ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରୀ । ଆସନ୍ତା ୮ ତାରିଖରୁ ୧୨ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲର ଶୀତକାଳୀନ ଛୁଟିକୁ ବଢାଇ…

ଚୀନରେ -୪୦ ଡିଗ୍ରୀକୁ ଖସିଲା ପାରଦ, ୭୨ ବର୍ଷର ରେକର୍ଡ ଭାଙ୍ଗିଲା ବେଜିଂର ଥଣ୍ଡା

ଅସହ୍ୟ ଶୀତରେ ଥରୁଛି ଚୀନ । ବରଫ ଝଡ ସହ ଭୟଙ୍କର ଶୀତ ଲହରୀ । କିଛି ସ୍ଥାନରେ ମାଇନସ ୪୦ ଡିଗ୍ରୀକୁ ଖସିଛି ପାରଦ । ଫଳରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରାଜଧାନୀ ବେଜିଂର ଥଣ୍ଡା ୭୨ ବର୍ଷର ରେକର୍ଡ ଭାଙ୍ଗଛି । ୧୯୫୧ ମସିହା ପରେ ବେଜିଂରେ ଏଭଳି ଶୀତ ଅନୁଭୂତ ହୋଇଥିଲା ।…

କଲବଲ କରୁଛି ଜାଡ଼, ଘନ କୁହୁଡ଼ି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ଜାଡ଼ । ଅସହ୍ୟ ଶୀତରେ ଥରୁଛି ଦେଶ। ଉତ୍ତରରୁ ପୂର୍ବ ଭାରତ ପର୍ଯ୍ୟନ୍ତ ଭୟଙ୍କର ଶୀତ ଲହରୀ। ସାରା ଓଡ଼ିଶାରେ ଶୀତ ଲହରୀ। ଉପକୂଳରୁ ଉପାନ୍ତ, ସବୁଠି ଅସହ୍ୟ ଜାଡ଼। ଗତ କିଛି ଦିନ ହେଲା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥବା ଥଣ୍ଡା ଓ ଶୁଷ୍କ ପବନ ଯୋଗୁ…

ଆଜି ସବୁଠୁ ଥଣ୍ଡା ସହର କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି, ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର(କେନ୍ୟୁଜ୍) : ଜାଡରେ ଥରୁଛି ସାରା ରାଜ୍ୟ । ଜାରି ରହିଛି ଶୀତ ଲହରି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ…

ଶୀତ କବଳରେ ମୟୁରଭଞ୍ଜ: ୨ ଡିଗ୍ରୀକୁ ଶିମିଳିପାଳରେ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ

କରଞ୍ଜିଆ (କେନ୍ୟୁଜ): ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ତଳମୁହାଁ ହେଉଛି ପାରଦ। ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ରୁ ୨ ଡିଗ୍ରୀ ମଧ୍ୟରେ ରହୁଛି । ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ଉପର ବାରାକାମୁଡ଼ାରେ ରେକର୍ଡ କରାଯାଉଛି । କରଞ୍ଜିଆ ଉପଖଣ୍ଡ…

ଶୀତରେ ଥରୁଛି ସାରା ଓଡିଶା: ୮ ଡିଗ୍ରୀ ସହ ଜି.ଉଦୟଗିରି ଓ କିରେଇ ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର (କେନ୍ୟୁଜ): ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାରେ ପ୍ରବଳ ଥଣ୍ଡା। ୩୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି। ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏହି ଦୁଇଟି ସ୍ଥାନରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡାରେ…

ଜାଡ଼ରେ ଥରୁଛି ସାରା ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୧ ସହର, ସବୁଠୁ ଥଣ୍ଡା ଫୁଲବାଣୀ

ଭୁବନେଶ୍ୱର(କେନ୍ୟୁଜ):  ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ…

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଟ୍ବିନସିଟିରେ ୧୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୬ ସହରର ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ୧୫ ଡିଗ୍ରୀ ତଳେ ରହିଛି ୨୩ ସହରର…

ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ: ୧ ଡିଗ୍ରୀକୁ ଖସିଲା ପାରଦ, ବାରାକାମୁଡ଼ାରେ ତୁଷାରପାତ

କରଞ୍ଜିଆ(କେନ୍ୟୁଜ): ବଦଳିଲା ପାଗର ମିଜାଜ୍‌ । ଧିରେ ଧିରେ ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ…