Browsing Tag

cold weather

୧୦ ଯାଏଁ ରାଜ୍ୟରେ କମ୍ ରହିବ ତାତି, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଭୁବନେଶ୍ୱର : ୧୦ ଯାଏଁ କମ୍ ତାତି । ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍ ରହିବ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ବର୍ଷା ସହ ଜୋରରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

ଆସନ୍ତା ୨ ଦିନରେ କମିବ ଶୀତ, ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର : ବଢ଼ିବ ତାପମାତ୍ରା, କମିବ ଶୀତ ।  ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା ।  ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ ।  ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି । …

ଆସନ୍ତାକାଲିଠୁ ବଢିବ ଶୀତ, ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ ।  ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ  ।  ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ ।  କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଞ୍ଚଳରେ ଶୀତ ବଢିଛି ।  ରାତି୨ଟାରୁ ତାପମାତ୍ରା ୪…

ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ୫ ତାରିଖ ପର୍ଯ୍ୟନ୍ତ ଘନକୁହୁଡ଼ି ପଡ଼ିବାର ଆଶଙ୍କା

ଭୁବନେଶ୍ୱର : ଅସହ୍ୟ ଶୀତରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ଶୀତ ଲହରୀ । ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଥିବାରୁ ଜନଜୀବନ ପ୍ରଭାବିତ । ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି…

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୨ ଦିନ ଥରାଇବ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଜାଡ଼ । ଅସହ୍ୟ ଶୀତରେ ଜନଜୀବନ କଲବଲ । ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ୧୨ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ହୋଇଛି ।  ଆହୁରି ୨ଦିନ ଜାରି ରହିବ ଜାଡ଼ର ପ୍ରକୋପ । ସେପଟେ ଚଳିତ…

ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ, ଟ୍ବିନସିଟିରେ ବି ୧୬ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର : ଖସୁଛି ପାରଦ । ଦିନକ ପରେ ରାଜ୍ୟରେ ବଢ଼ିବ ଶୀତ। ବିଶେଷକରି ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ତଳମୁହାଁ ହେଉଛି ପାରଦ । ରାଜ୍ୟକୁ ଉତ୍ତରା ବାୟୁ ପ୍ରବେଶ ସହ ଜଳୀୟବାଷ୍ପ ପରିମାଣ କମିଛି । ୯ ତାରିଖ ବେଳକୁ କିଛି ସ୍ଥାନରେ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ସର୍ବନିମ୍ନ ତାପମାତ୍ରା…

ଆଗାମୀ ୩ ଦିନ ଶୀତରୁ ମିଳିବ ନିସ୍ତାର, ୧୦ ଜିଲ୍ଲାକୁ କୁହୁଡ଼ି ଚେତାବନୀ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଗାମୀ ୩ ଦିନ ଶୀତରୁ ମିଳିବ ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ୩ ଦିନ ପରେ ପୁଣି ଥରେ ରାଜ୍ୟକୁ ଫେରିବ ଶୀତ । ସର୍ବନିମ୍ନ ତାପମାତ୍ରାରେ ପୁଣି ୨ରୁ ୩ ଡିଗ୍ରୀ ହ୍ରାସ ଅନୁମାନ । …

କମିବ ଶୀତର ପ୍ରକୋପ, ବୃଦ୍ଧି ପାଇବ ରାତି ତାପମାତ୍ରା

ଭୁବନେଶ୍ୱର : କମିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାତି ତାପମାତ୍ରା । ଏହାଦ୍ବାରା ଶୀତର ପ୍ରକୋପ ସମାନ୍ୟ କମିପାରେ। ତେବେ ଏହି ସମୟରେ ଅନୁଗୁଳ,ଢେଙ୍କାନାଳ, ଯାଜପୁର, କଟକ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ଶୀତ, ଅସ୍ତବ୍ୟସ୍ତ କରିବ ଘନ କୁହୁଡି

ଭୁବନେଶ୍ଵର : କମିଲା ପାରଦ, ବଢ଼ିଲା ଶୀତ। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଲା ରାତି ତାପମାତ୍ରା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିଥିବା ଆକଳନ…

ଘନ କୁହୁଡ଼ି ସମ୍ଭାବନା, ନୂଆବର୍ଷରୁ ବଢ଼ିବ ଶୀତ

ଭୁବନେଶ୍ୱର : ବର୍ଷ ଶେଷ ସୋମବାରରେ ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ।  ४/୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରାୟତଃ ପାଗ ଶୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।…

ଶୀତ ଲହରୀରେ ଥରୁଛି ଉତ୍ତର ଭାରତ

ଶୀତ ଲହରୀରେ ଥରୁଛି ଉତ୍ତର ଭାରତ ।  ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଶୀତ ଲହରୀ ।  ଚଣ୍ଡୀଗଡ଼ରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଓ ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି  ।  ଜାମ୍ମୁକାଶ୍ମୀରରେ ବି ଶୀତର ରାଜ । ସେହିପରି ଉତ୍ତରପ୍ରଦେଶ…

୬ରୁ ପୁଣି ଖସିବ ତାପମାତ୍ରା, ୮ରେ ଏହି ସବୁ ଜିଲ୍ଲାରେ କାଁ ଭାଁ ବର୍ଷା

ଭୁବନେଶ୍ୱର : ୬ରୁ ପୁଣି ଖସିବ ତାପମାତ୍ରା । ବଢ଼ିବ ଶୀତ । ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ହ୍ରାସ ସମ୍ଭାବନା ରହିଛି ।  ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି…