Browsing Tag

cold

ଥଣ୍ଡା ଏବଂ କାଶ ହେଲେ କେଉଁ ଫଳ ଖାଇବା ଉଚିତ ? ଏହି ୫ଟି ଫଳ ଖାଇବା ଦ୍ୱାରା ହୋଇଥାଏ ଇମ୍ୟୁନିଟି ବୁଷ୍ଟ

ଋତୁ ପରିବର୍ତ୍ତନ ହେବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିବାକୁ ଲାଗିଛି । ତେବେ ଲୋକମାନେ ବିଶେଷ ଭାବେ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ କିଛି ଫଳ ଅଛି ଯାହା ଥଣ୍ଡା ଏବଂ କାଶକୁ…

କାହିଁକି ଭାଲୁ ଶୀତରେ ୭ ରୁ ୮ ମାସ ଶୋଇପାରେ, ଜାଣନ୍ତୁ କାରଣ

ଆପଣମାନେ ତ ଜାଣିଥିବେ ଯେ ମଣିଷ ହେଉ କିମ୍ବା ପଶୁ ହେଉ ସମସ୍ତଙ୍କ ପାଇଁ ଶୋଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାଲୁର ଏପରି ଏକ ବିଶେଷତା ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣି ନଥିବେ । ବାସ୍ତବରେ ଥଣ୍ଡା ପାଗରେ ଭାଲୁ ଖାଇବା କିମ୍ବା ପିଇବା ବିନା ପ୍ରାୟ ୮ ମାସ…

ଜାଣନ୍ତୁ କେଉଁ କାରଣରୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଥଣ୍ଡା ଅନୁଭବ କରନ୍ତି

ଶୀତଦିନ ଆସିବା ମାତ୍ରେ ଆମକୁ ଅଧିକ ଥଣ୍ଡା ଲାଗିବା ଆରମ୍ଭ ହୋଇଯାଏ । ସେଥିପାଇଁ ଆମକୁ ଶୀତ ଦିନ ସକାଳୁ ଉଠିବା ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଏପରି ମଧ୍ୟ ଏହି ଦିନମାନଙ୍କରେ ଆମକୁ କମ୍ବଳ ଭିତରୁ ବାହାରିବା ପାଇଁ ମନ ହୋଇନଥାଏ । ତେବେ ସୂଚନା ମୁତାବକ, କୁହାଯାଏ ଯେ ପୁଅମାନଙ୍କ…

ସ୍ବାଭାବିକ ହେବ ଶୀତ, ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ସ୍ବାଭାବିକ ହେବ ଶୀତ। ୨ରୁ ୪ଡିଗ୍ରୀ ଯାଏ ତଳକୁ ଖସିବ ପାରଦ। ଆଗାମୀ ୨ଦିନରୁ ୩ଦିନରେ ରାତି ତାପମାତ୍ରା କମିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ରାଜ୍ୟରେ ବର୍ତ୍ତମାନ କୋହଲା ପାଗ ହଟିଛି। ଏହାସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ…

ଗରମ ଚା’ ପିଇଲେ ନିଦ ଭାଙ୍ଗେ କିନ୍ତୁ କୋଲ୍ଡ ଟି’ ପିଇଲେ ଏପରି ହୁଏନି, ଜାଣନ୍ତୁ ଏହା ପଛର କାରଣ

ଆମ ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଚା’ ପିଇବାର ଅଭ୍ୟାସ ରହିଛି । ଯେପରି ସେହି ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ଦିନ ସାରା ଅନେକ ଥର ଚା’ ପିଇଥାନ୍ତି । ପ୍ରାୟତଃ ସମସ୍ତେ ଘରେ ଅତିଥିଙ୍କୁ ଚା’ ଦେଇ ସ୍ୱାଗତ ଜଣାଇଥାନ୍ତି । ଏହା ସହ ଅଫିସ୍‌ରେ ଥକ୍କା ଓ ନିଦରୁ ଦୂର…

ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା

(କେନ୍ୟୁଜ): ରାଜ୍ୟରେ ଖସିବ ରାତି ତାପମାତ୍ରା, ବଢ଼ିବ ଥଣ୍ଡା। ୫ ଦିନରେ ୩ ଡିଗ୍ରୀ ଯାଏ ତଳମୁହାଁ ହେବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିବା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ…

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତା’ ହେଲେ ଆଜି ହିଁ ଡାଏଟ୍‌ରେ ସାମିଲ କରନ୍ତୁ ଅଙ୍ଗୁର, ଜାଣନ୍ତୁ ଫାଇଦା

ପ୍ରତ୍ୟେକ ଫଳରେ କିଛି ନା କିଛି ଗୁଣ ଲୁଚି ରହିଥାଏ। ଏଥିପାଇଁ ତ କୁହାଯାଏ, ଡାଏଟ୍‌ରେ ଫଳ ନିଶ୍ଚୟ ସାମିଲ କରନ୍ତୁ। କିନ୍ତୁ ଅଙ୍ଗରରେ ଆପଣଙ୍କୁ ଭରପୂର ମାତ୍ରାରେ କ୍ୟାଲୋରୀ, ଫାଇବର, ଭିଟାମିନ୍‌-ସି ଏବଂ ଭିଟାମିନ୍‌-ଇ ମିଳିପାରିବ। ଆୟୁର୍ବେଦରେ ବି ଏହାର ଅନେକ ଫାଇଦା ବିଷୟରେ କୁହାଯାଇଛି,…

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର କୋରାପୁଟ ଜିଲ୍ଲା ସେମିଳିଗୁଡ଼ା

କୋରାପୁଟ(କେନ୍ୟୁଜ୍): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ପଡ଼ିଲାଣି ଶୀତ । ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ…

ପୁଣି ଲେଉଟିବ ଜାଡ: ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଦେଖା ଦେବ ଘନ କୁହୁଡି

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଲେଉଟିବ ଜାଡ। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା। ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଘନ…

ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩…

ଜାଡ଼ରେ ଥରୁଛି ସାରା ଓଡ଼ିଶା: ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ଆହୁରି ୧-୨ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ଜାଡ଼ରେ ଥରୁଛି ଓଡ଼ିଶା । ୧୦ଡିଗ୍ରୀ ତଳେ ୧୩ସହର। ଦକ୍ଷିଣରୁ ପଶ୍ଚିମ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି । ପାଣିପାଗ ବିଭାଗ କହିଛି, ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇବ । ବିଶେଷ କରି…

ସାରା ରାଜ୍ୟରେ ଶୀତର ଲହରୀ:୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା, ସବୁଠୁ ଥଣ୍ଡା ସହର ସୋନପୁର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରୀ । ଦିନକୁ ଦିନ ଖସୁଛି ପାରଦ ବଢୁଛି ଶୀତ। ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି। ସୂଚନା ଅନୁଯାୟୀ ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୮.୮ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ସେହିପରି…