ଯୁବକଙ୍କୁ ଅବକାରୀ SIଙ୍କ ମାଡ଼ ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ରାଜନଗର: ଚୋରା ମଦବେପାରୀଙ୍କୁ ଧରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ମାଡ଼ ଘଟଣାର ହେବ ତଦନ୍ତ । ସଠିକ ତଦନ୍ତ କରିବାକୁ ଉଚ୍ଚସ୍ତରୀୟ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଚୋରା ମଦ ବିକ୍ରି ସମ୍ପର୍କିତ ଖବର ଦେବାରୁ ବରାଦିଆ…